ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି : କ୍ଷମତାକୁ ଆସିଲେ ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ଓ ବେକାରଙ୍କୁ ରୋଜଗାର ଯୋଗାଇ…
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଛକ ନିକଟରେ ଥିବା ବିଜେପିର ମୟୂରଭଞ୍ଜ(ପୂର୍ବ ) ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମ୍ବାଦିକ ସମ୍ମିଳନୀ…