ଇଭିଏମ ଭିଭିପାଟ ଦ୍ୱାରା ମତଦାନ ସଚେତନତା ଅଭିଯାନ

0 1

ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) : ସ୍ଥାନୀୟ ବ୍ଲକ ସମିଳନୀ କକ୍ଷରେ ଆଜି ଇଭିଏମ ଭିଭିପାଟ ଦ୍ୱାରା ମତଦାନ ସାବ୍ୟସ୍ତ କରିବା ପାଇଁ ବ୍ଲକସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ନୟାଗଡ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଡିଓ ସ୍ୱେତାଲେଖା ଦାସ, ଏବିଡିଓ ପରମାନନ୍ଦ ଜେନା, ଗ୍ରାମପଂଚାୟତ ଅଧିକାରୀ ମନୋଜ ବେଉରା ଯୋଗଦେଇ ପରୀକ୍ଷା ମୂଳକ ଭାବେ ଇଭିଏମ ଭିଭିପାର୍ଟ ଦ୍ୱାରା ମତଦାନ ସାବ୍ୟସ୍ତ ପ୍ରଣାଳୀ ସମ୍ପର୍କରେ ଉପସ୍ଥିତ ପଂଚାୟତ ପ୍ରତିନିଧି ଓ ପଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବୁଝାଇଥିଲେ ।

 

Leave A Reply

Your email address will not be published.