ଭଦ୍ରକକୁ ବୟନଶିଳ୍ପ ଓ ହସ୍ତତନ୍ତ୍ର କମିଶନରଙ୍କ ଗସ୍ତ : ବିଭିନ୍ନ ଉନ୍ନୟନକାର୍ଯ୍ୟର କଲେ ସମୀକ୍ଷା
ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) - ରାଜ୍ୟ ସରକାରଙ୍କ ବୟନଶିଳ୍ପ ଓ ହସ୍ତତନ୍ତ୍ର କମିଶନର ଶ୍ରୀମତି ଶୁଭା ଶର୍ମା ଭଦ୍ରକ ଜିଲ୍ଳାକୁ ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ । ପ୍ରଥମେ କମିଶନର ଭଦ୍ରକ ମେଡ଼ିକାଲରେ ନିରାମୟ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବୁଲି ଦେଖିବା…