“ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ”

ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଘାଟିତ ହେଲା ସ୍ୱଦେଶୀ ମେଳା  ଭୁବନେଶ୍ୱର: ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ । ସାରା ବିଶ୍ୱର ପୁଜାରୀ । ଦେଶରେ ଯେତେବେଳେ ସ୍ୱଦେଶୀ ଆନ୍ଦୋଳନ ଚାଲିଥିଲା ସେତେବେଳେ ଭାରତରେ ସ୍ୱତନ୍ତ୍ରତା ଆନ୍ଦୋଳନ ଏହା ମଧ୍ୟରେ ହଜି ଯାଇଥିଲା । ଭାରତର ଆର୍ଥିକ…

ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ, କାମରେ ଯୋଗଦେବେ ଫ୍ରଣ୍ଟ ର ସଦସ୍ୟ ଓକିଲ |

କଟକ  : ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ |  କାମରେ ଯୋଗଦେବାପାଇଁ ଅନୁରୋଧ କଲା ଫ୍ରଣ୍ଟ ଆଉ ସମଭାବାପନ୍ନ ଓକିଲ ବନ୍ଧୁମାନେ ମଧ୍ୟ କାମରେ ଯୋଗ ଦେବା ପାଇଁ କଲେ ଅନୁରୋଧ | ଓକିଲ ଭାଇଙ୍କ ସ୍ୱାର୍ଥ ପାଇଁ ଲଢେଇ ଆରମ୍ଭ ହୋଇଥିଲା , ହେଲେ ଏହାକୁ ଗତ କିଛି ଦିନ ଧରି ରାଜନୈତିକ ରଙ୍ଗ…

ଚକ୍ରଧରଙ୍କୁ ଦଳିଲା ଦନ୍ତା ହାତୀ

ବରଗଡ /ଗୌରାଙ୍ଗ ଦାଶ:- ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମ ପଂଚାୟତର ମର୍ଯାଦ ପାଳି ଗ୍ରାମ ନିକଟସ୍ଥ ପାଠରୀ ଠାରେ ଗତ ରାତିରେ ଜଣେ ବୃଦ୍ଧ କୁ ଗୋଟେ ଦନ୍ତା ହାତୀ ଦଳି ଚକଟି ମାରି ଦେଇଛି । ପାଇକମାଳ ଓ ଝାରବନ୍ଧ ଅଂଚଳରେ ମାତିଛି ଦନ୍ତା ହାତୀ | ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ବି ନେଉଛି |…

ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମାନୀ : ପାର୍ବତୀ ଗିରୀ ମେଗା ଉଠା ଜଳସେଚନ ପକଳ୍ପ କାମରେ ଲାଗୁନି

ଶୁଭିପାରେ  ମରୁଡିର ପଦଧ୍ୱନି,  ଚାଷୀଙ୍କ ଭିତରେ ପଡ଼ିଲାଣି ଭାଳେଣି  ପଦ୍ମପୁର (ନୀଳ ଦୀପ)--  ରାଜ୍ୟ ସରକାର ଅଣଜଳସେଚିତ ଚାଷଜମିକୁ  ଚାଷ ପାଇଁ ପାଣି ଯୋଗାଇ ଦେବା  ଉଦ୍ଦେଶ୍ୟରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ  । ସରକାର ଏହି ପ୍ରକଳ୍ପ ପାଇଁ କୋଟି କୋଟି…

କଂଗ୍ରେସର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମ : ତୃଣମୂଳ ଓ ଶିର୍ଷ ନେତୃତ୍ୱ ମଧ୍ୟରେ ଯୋଗାଯୋଗର ଉତ୍ତମ ମାଧ୍ୟମ 

ବଲାଙ୍ଗିର,(ନିରୋଜ ମିଶ୍ର)  - ଆଜି ଜିଲ୍ଲା କଂଗ୍ରେସ ତରଫରୁ ସହରର ଏକ ହୋଟେଲର ସମୀକ୍ଷା ଗୃହରେ କଂଗ୍ରେସ ଦଳର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମକୁ ନେଇ ଏକ ତାଲିମ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ତାଲିମ ସଭାରେ ଏଆଇସିସି ସଭ୍ୟ…

୩୫ ବର୍ଷ ଧରି ଗୁମୁଟି ତଳେ ଜୀବନ କଟାଉଥିବା ବିଧବା ମହିଳାଙ୍କୁ ଥଇଥାନର ବ୍ୟବସ୍ଥା କଲେ ଉପନଗରପାଳ ଜିତେନ୍ଦ୍ର

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୧୮ ନମ୍ବର ୱାର୍ଡ ଅଧୀନରେ ରହିଥିବା ଭଞ୍ଜପୁର-ମୁର୍ଗାବାଡ଼ି ରାସ୍ତା ପାଶ୍ୱର୍ରେ ଏକ ଗୁମୁଟି ତଳେ ଦୀର୍ଘ ୩୫ ବର୍ଷ ଧରି ବସବାସ କରିଆସୁଥିବା ବିଧବା ଅସହାୟ ମହିଳା ଓ ତାଙ୍କ ପୁଅକୁ ଥଇଥାନ କରିବା ନିମନ୍ତେ ସହାୟତାର ହାତ ବଢ଼ାଇ ଆଗେଇ…

ଦିବ୍ୟଜ୍ୟୋତି ପରିଡ଼ା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ଅକ୍ଟୋବର ୨୫ରେ ପୂର୍ବତନ ଉପଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତାରଙ୍କ ନିକଟରୁ ଦାୟିତ୍ୱ ଭାର ଗ୍ରହଣ କଲେ । ଉପଜିଲ୍ଲାପାଳ ଶ୍ରୀପରିଡ଼ା ୨୦୧୬ ବ୍ୟାଚ ଓଡ଼ିଶା କେଡ଼ରର ଆଇଏଏସ…

ତିତଲି ବାତ୍ୟା ପ୍ରଭାବରେ ଫସଲ କ୍ଷୟକ୍ଷତିର କ୍ଷତିପୁରଣ ଓ ସହାୟତା ଦାବୀରେ ୫ଟି ଗ୍ରାମର ଆଦିବାସୀମାନଙ୍କ ଜିଲ୍ଲାପାଳଙ୍କ…

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତର ୫ଟି ଆଦିବାସୀ ଗ୍ରାମ ର ଶତାଧିକ ହେକ୍‍ଟରରେ ଲାଗିଥିବା ଫସଲ ସବୁ ଉଜୁଡି ଯାଇଛି । ସେହି ଫସଲ କ୍ଷୟକ୍ଷତିର ଉଚିତ କ୍ଷତିପୁରଣ ସାଙ୍ଗକୁ ସରକାରୀ ସହାୟତା ଯୋଗାଇଦେବା ଦାବୀରେ…

ତିତଲି ପ୍ରଭାବିତ ଅଞ୍ଚଳରେ ସ୍ୱଭାବିକ ପରିସ୍ଥିତିରେ ଅଗ୍ରଗତି ପାଇଁ ଶ୍ରମ ଏବଂ ଏସସି ଏସଟି ଉନ୍ନୟନ କମିଶନରଙ୍କ ସମୀକ୍ଷା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ତିତଲି ପ୍ରଭାବିତ ସମସ୍ତ ଅଞ୍ଚଳର ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇ ଜନ ଜୀବନ ପ୍ରଭାବିତ ହୋଇଛି ସେ ସବୁର ସ୍ୱଭାବିତ ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସବୁ କରାଯାଇଅଛି । ପୁନରୁଦ୍ଧାର…

ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ :ବିଜେପି-ବିଜେଡି ସମ୍ପର୍କକୁ ପିସିସି ସଭାପତିଙ୍କ ତୀବ୍ର ସମାଲୋଚନା

ଭୁବନେଶ୍ୱର - କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ପକ୍ଷରୁ ସ୍ଥାନୀୟ…