ରାନ୍ଦିଆ ପଞ୍ଚାୟତରେ ନୂତନ କଲ୍ୟାଣମଣ୍ଡପ ଉଦ୍ଘାଟିତ
ଭଦ୍ରକ (ସତ୍ୟ ଭୂଷଣ ସ୍ୱାମୀ ) : ଭଦ୍ରକ ବ୍ଲକସ୍ଥିତ ରାନ୍ଦିଆ ପଞ୍ଚାୟତରେ ପଞ୍ଚାୟତ ସମିତି ସହାୟତାରେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସୁଦୃଶ୍ୟ କଲ୍ୟାଣମଣ୍ଡପକୁ ପ୍ରାକ୍ତନମନ୍ତ୍ରୀ ତଥା ଜିଲ୍ଲାର ବରିଷ୍ଠ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି…