ଜଗତସିଂହପୁର ଉପକାରାଗାରରେ ତୃତୀୟ ଦିନରେ କ୍ୟାମ୍ପ କୋର୍ଟ : ୧୫ଟି କେସ୍ ଶୁଣାଣି ,୪ଜଣ ମୁଦାଲାଙ୍କ ଜାମିନ୍
Jagatsinghpur/ Ramesh Mohanty : ଓଡ଼ିଶା ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଆଳିପିଙ୍ଗଳ ଠାରେ ଥିବା ଜିଲ୍ଲା ଉପକାରାଗାରରେ କ୍ୟାମ୍ପ କୋର୍ଟ ତୃତୀୟ ଦିନ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲା ଜଜ୍ ଙ୍କ ତତ୍ତ୍ଵାବଧାନରେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଏସ୍…