ଉଠା ଜଳସେଚନ ପଏଣ୍ଟ ଗୁଡିକୁୁ ଚାଲୁ କରିବା ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା 

୧୦ ତାରିଖ ପୂର୍ବରୁ ବାକି ଥିବା ଅନ୍ୟ ପ୍ରକଳ୍ପକୁ ମଧ୍ୟ ବିଦ୍ୟୁତ  ଯୋଗାଇବା କଥା ସାଉଥକୋ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗତ ତିତଲି ବାତ୍ୟାରେ ଜିଲ୍ଲାରେ ଥିବା ୩୮୪ଟି ଲିଫ୍‍ଟ ପଏଣ୍ଟ ମଧ୍ୟରୁ ୨୪୧ଟି ପଏଣ୍ଟ ବାତ୍ୟାରେ ଅକାମୀ ହୋଇଯାଇଥିଲା । ବିଭାଗୀୟ ଅଧିକାରୀ ତାଙ୍କର…

ସରକାରୀ ଯୋଜନା ମାଧ୍ୟମରେ ଚାଲିଛି ଦଳୀୟ ପ୍ରଚାର

 ବିଜେପି ଦଳର ଓଡ଼ଗାଁ ବ୍ଲକ ଘେରାଉ ଓ ବିକ୍ଷୋଭ ପଦର୍ଶନ ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର ): ଦୀର୍ଘ ୧୮ବର୍ଷର ଶାସନକାଳ ସ୍ୱେଚ୍ଛାଚାରି ବିଜେଡି ଦଳ ଦଳିୟ ସମର୍ଥକ ମାନଙ୍କୁ ଏକତରଫା ସହାୟତା ପ୍ରଦାନ କରି ସାଧାରଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରୀ ସହାୟତାରୁ ବଂଚିତ କରିବା ପରି ବହୁ…

“ଆଉ ରହି ପାରିବୁନି, ଆମକୁ ଓଡିଶା ଫେରାଇ ନିଅନ୍ତୁ”

ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଜଗା କାଳିଆଙ୍କ ବାପା  ଭୁବନେଶ୍ୱର (ଶାସକ ପ୍ରଶାସକ): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସ  ଛାଡି ନିଜ ଭିଟାମାଟି ମିଲୁପଡ଼ା ଫେରିବେ ।  ଜଗା-କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି ଯେ  ଘରେ ତାଙ୍କର ଅ ।ଉ ୨ ସନ୍ତାନ ଅଛନ୍ତି । ପ୍ରାୟ…

ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା(ଦିଲ୍ଲୀପ ମହାନ୍ତି)-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ୦୧/୧୧/୨୦୧୮ ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ମଧ୍ୟଦେଇ ୮ଟି ୪ ଚକିଆ ଯାନରେ ୪୫ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ…

ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଓ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ…

ବାରିପଦ(ଦିଲ୍ଲୀପ ମହାନ୍ତି)- ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପକ୍ଷରୁ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏନ.ଏସ.ଏସ. ସ୍ୱେଚ୍ଛାସେବୀମାନେ କଲେଜ ପରିସର ମଧ୍ୟରେ ବିଭିନ୍ନ…

“ଦୁର୍ନୀତି ଏକ ସଂକ୍ରାମକ ରୋଗ ଭାବେ ଗ୍ରାସ କରିବାକୁ ବସିଛି”

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ବାରିପଦା(ଦିଲ୍ଲୀପ ମହାନ୍ତି )-  ସମଗ୍ର ଦେଶରେ ଦୁର୍ନୀତି ଏକ ସଂକ୍ରାମକ ରୋଗ ଭାବେ ଗ୍ରାସ କରିବାକୁ ବସିଛି । ତେଣୁ ଦେଶବାସୀଙ୍କୁ ଏହା କବଳରୁ ରକ୍ଷା କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗ ଆଗେଇ ଆସିଛି । ଜନସାଧାରଣଙ୍କୁ ସଚେତନ…

   ଦେଢ଼ ଲକ୍ଷର ବିଲରେ  30 ହଜାର ପିସି

ସରପଞ୍ଚଙ୍କ ମଧ୍ୟସ୍ଥତାରେ ଦିଆନିଆ ଅଭିଯୋଗ,ଠିକାଦାରଙ୍କ ଅଭିଯୋଗରେ ତଦନ୍ତ ନିର୍ଦେଶ ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରାଜ୍ୟ ସରକାରଙ୍କ ସବୁ ସତର୍କତା ସତ୍ୱେ ରେଢ଼ାଖୋଲ ବ୍ଲକରେ ଚାଲିଛି ପିସି କାରବାର l ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଲାଖୋଲି ଚାଲିଛି l ସବୁ ଜିନିଷର ଦର ବୃଦ୍ଧି…

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସଂକଳ୍ପ ପାଠ

ସୁନ୍ଦରଗଡ/ହୋରାଚାନ୍ଦ ଦେହୁରୀଆ : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର (ଜରୁରୀକାଳୀନ ବିଭାଗ) ଶ୍ରୀ ମନୋରଞ୍ଜନ ଚୌଧୁରୀ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ…

ବିଜେପି ପକ୍ଷରୁ କୁଚିଣ୍ଡା ବ୍ଲକ ଅଫିସ ଘେରାଉ 

କୁଚିଣ୍ଡା(ଶାସକ ପ୍ରଶାସକ):କୁଚିଣ୍ଡା ରାଜ୍ୟର ଚାଲିଥିବା ଦୁର୍ନୀତି  ଏବଂ କୁଚିଣ୍ଡା ବ୍ଲକ ଦୁର୍ନୀତି ପ୍ରତିବାଦ ରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ ଅଫିସ ଘେରାଉ ହାଇଥିଲା l ସ୍ଥାନୀୟ ପୂର୍ତ୍ତି ବିଭାଗ ବଙ୍ଗଳା ରୁ ଏକ ଶୋଭାଯାତ୍ରା ବାହାରି ସରକାର ବିରୋଧୀ ଓ ଦୁର୍ନୀତି ସ୍ଲୋଗାନ…

ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରିଲା ବିଜେପି 

ଗାଇସିଲେଟ/କେଦାର ନାଥ ସାହୁ  ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସରକାରର ଅପାରଗତା,ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଗାଇସିଲେଟ ବ୍ଲକ ବିଜେପି ପ୍ରତିବାଦ କରି ପ୍ରବୀଣ  କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ବ୍ଲକ ଘେରାଉ କରିଥିଲା । ବ୍ଲକର ନେତୃ ମଣ୍ଡଳୀ ତତ୍ତ୍ୱାବଧାନରେ ଏକ…