ହାଟକୁ ଯାଇ ଗଛରେ ଝୁଲି ଜୀବନ ହାରିଲେ ପଦ୍ମିନୀ ଓ ମଉନାବତୀ
୨ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ପୋଲିସ ଚଳାଇଛି ତଦନ୍ତ
କୋମନା/(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ସମର ସିଂ ଗାଁ ନିକଟସ୍ଥ ପୁଟକେଲପଡ଼ା ଜଙ୍ଗଲ ରୁ ଦୁଇ ଜଣ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି ।ସୂଚନା ମତେ ଗତ ୧୧ ତାରିଖ ଗୁରୁବାର ଦିନ ଲଖନା ଥାନା…