ଅଂଶୁଘାତ ସଚେତନତା ଓ ଜଳସେବା କେନ୍ଦ୍ର ଉଦ୍ଘାଟିତ
ବାଙ୍କୀ(ଆଶିଷ କୁମାର ମହାପାତ୍ର):ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ କରବରସ୍ଥ ମା’ରଣଚଣ୍ଡୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ରଣଶଙ୍ଖ ନିକଟରେ ଏକ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ସହ ଜଳସେବା କେନ୍ଦ୍ର ଆଜି ଉଦ୍ ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଯୁକ୍ତ…