୨୫ ତମ(ସିଲଭର ଜୁବୁଲି)ସର୍ବଭାରତୀୟ ବୋଡାସମ୍ବର କପ ପାଇଁ ପ୍ରସ୍ତୁତି ଆରମ୍ଭ

ପଦ୍ମପୁର-ଚଳିତ  ବର୍ଷ ସର୍ବଭାରତୀୟ ବୋଡାସମ୍ବର କପ କ୍ରିକେଟର ସିଲଭର ଜୁବୁଲି ହୋଇଥିବାରୁ ଧୂମଧାମରେ ପାଲିତ ହେବ ବୋଲି ଯୋଜନା କରାଯାଇଛି । ଏ ବର୍ଷ ୦୯/୦୧/୨୦୧୯ରେ ଆରମ୍ଭ ହୋଇ ୨୦/୦୧/୨୦୧୯ ରେ ଫାଇନାଲ ହେବ ବୋଲି ଏହି ବୈଠକରେ ଯୋଜନା କରାଯାଇଛି । ଏହି କପରେ ରାଜ୍ୟ ତଥା ରାଜ୍ୟ ବାହାରର …

ଗୋରେଖନାଥ ମଠରେ ବିଦ୍ୟାଧରପୁର ବିଦ୍ୟାଳୟ ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ତିର୍ତ୍ତୋଲ /ରମେଶ ମହାନ୍ତି : ତିର୍ତ୍ତୋଲ ଥାନା ଅଧିନସ୍ଥ ବିଦ୍ୟାଧରପୁର ପଞ୍ଚାୟତ ସ୍ଥିତ ଗୋରେଖନାଥ ବିଦ୍ୟାପୀଠ ବିଦ୍ୟାଧରପୁର ର ୧୯୯୩ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଉତ୍ସବ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଗୋରେଖନାଥ ମଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବରେ…

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଚୂଡ଼ାକରଣ ମଣ୍ଡପ ଉଦଘାଟିତ 

ବରଗଡ/ଗୌରାଙ୍ଗ ଚରଣ ଦାଶ  :- ପବିତ୍ର ପୁଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସର ରେ ଆଜି ଏକ ଭବ୍ୟ ଚୂଡ଼ାକରଣ ମଣ୍ଡପର ଉଦଘାଟନ  ହେଇଯାଇଛି । ଵିଭିନ୍ନ ପର୍ବପର୍ବାଣିରେ ତଥା ଚୂଡ଼ାକରଣ ଲଗ୍ନରେ ଚୁଟି ପକାଇବା ପାଇଁ ଏଠି ପ୍ରବଳ ଭିଡ ହେଇଥାଏ ।ଏହାକୁ ଲକ୍ଷ କରି ଏଠି ଏକ ବଡ଼ ଧରଣ ର…

ପିଲାଙ୍କ ପୋଷାକ ବାବଦ ପଇସା ବି ଖାଇବାକୁ ମନ !!!!!!!

ଛାତ୍ରଛାତ୍ରୀଙ୍କ ପୋଷାକ ବାବଦ ପଇସା ଏକାଉଣ୍ଟରେ ଟଙ୍କା ଦେବା ପାଇଁ ଦାବୀ    ଟିଟିଲାଗଡ଼,(ସୁନୀଲ ବେହେରା ) ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଶହ ଶହ କୋଟି  ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ମାଗଣାରେ…

ବିଜେପିର ତିର୍ତ୍ତୋଲ ବ୍ଳକ ଘେରାଉ

ତିର୍ତୋଲ/ ରମେଶ ମହାନ୍ତି :  ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ଶତାଧିକ କର୍ମୀ ତିର୍ତ୍ତୋଲ…

କିଟ୍ ନହ୍ନିପରୀ ଆଞ୍ଚଳିକ ଅଡ଼ିସନ 

ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୮ ପ୍ରତିଯୋଗିତାର ଆଞ୍ଚଳିକ ଅଡ଼ିସନ୍ ଆରମ୍ଭ ହୋଇଯାଇଅଛି ।  କିଟ୍ ପରିସରରେ ଅନୁଷ୍ଠିତ ଅଡିସନରେ  ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୩ ରୁ ୧୬ବର୍ଷ ବୟସର ବାଳିକାମାନେ…

ଏମ୍ସ ଭୁବନେଶ୍ୱରର ସଭାପତି ହେଲେ ଡା ସୁବ୍ରତ ଆଚାର୍ଯ୍ୟ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ ଏମ୍ସ ଭୁବନେଶ୍ୱର ସମ୍ମାନଜନକ ସଭାପତି ପଦ ଅଳଙ୍କୃତ କରିଛନ୍ତି । । ଡା. ଆଚାର୍ଯ୍ୟଙ୍କ ନିଯୁକ୍ତି ନେଇ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର…

ତିତିଲି କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ରବିବାର ତିତିଲି କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ ଶ୍ରୀ ଲାଲ ବିହାରୀ…