ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର, ନଭେମ୍ବର ୧୦ : ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଦକ୍ଷିଣ-ପୂର୍ବ ବଂଗୋପସାଗରରେ ଏହା ଘନୀଭୂତ ହୋଇଥିବା ବେଳେ ଗୋପାଳପୁର ଠାରୁ ୧୦୫୦ କିଲୋମିଟର ଦକ୍ଷିଣପୂର୍ବରେ ରହିଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର…