ପୂର୍ବତନ ତହସିଲଦାରଙ୍କ ବିରୋଧରେ ଆଇନଜୀବୀଙ୍କ ମାମଲା : କୋର୍ଟରେ ବୟାନ ରେକର୍ଡ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ପୂର୍ବତନ ତହସିଲଦାର ସୁଶ୍ରୀ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ଆଇନଜୀବୀ ମାନେ ଏସ.ଡ଼ି.ଜେ.ଏମଙ୍କ କୋର୍ଟରେ କରିଥିବା ମାମଲାରେ ବୟାନ ରେକର୍ଡ କରାଯାଇଛି ।
ଅଭିଯୋଗକାରୀ ତଥା ଆଇନଜୀବୀ ଶ୍ରୀ ଇନ୍ଦ୍ରାକ୍ଷି ଦାଶ ଏସ.ଡ଼ି.ଜେ.ଏମ ଶ୍ରୀ…