ଫନି ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ବାରିପଦା(ଦିଲ୍ଲୀପ ମହାନ୍ତି )- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୁର୍ଣ୍ଣ ବାତ୍ୟା ଫନିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବିପଦ ସଙ୍କେତ ଜାରି କରାଯାଇଛି । ଏହାର ପ୍ରଭାବରେ ସମ୍ଭାବ୍ୟ ପ୍ରଳୟଙ୍କରୀ ବାତ୍ୟା ଓ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ…