ଦୟାକରି ଧ୍ୟାନ ଦିଅନ୍ତୁ : ସତର୍କ ସୂଚନା On May 2, 2019 15 Share : ସତର୍କ ସୂଚନା: ବାତ୍ୟା ପ୍ରତି ସତର୍କ ରୁହନ୍ତୁ । ଗୁରୁତ୍ଵପୂର୍ଣ କାଗଜପତ୍ର, ଔଷଧ ପତ୍ର ଏବଂ ଜରୁରୀ ସାମଗ୍ରୀ ନେଇ ନିରାପଦ ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ । ବାତ୍ୟା ଫନି ର ପ୍ରଭାବରେ ଆସନ୍ତା କାଲି ତା ୦୩.୦୫.୨୦୧୯ ଦିନ ଆପଣଙ୍କ ଅଞ୍ଚଳରେ ଅତିଶୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି I- SEOC 15 Share FacebookTwitterGoogle+ReddItWhatsAppPinterestEmail