ସୂର୍ଯ୍ୟଙ୍କ ଅଭିଯୋଗ ପତ୍ରର ଉତରରେ ଚିଠି ଲେଖିଲେ ଧର୍ମେନ୍ଦ୍ର
- ଖବର କାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ପର୍ଯ୍ୟବେସିତ
- ସବୁ ଗରିବ ପରିବାରକୁ ଏଲପିଜି ସଂଯୋଗ ଦେବାରେ ସହଯୋଗର ହାତ ବଢାଇବାକୁ ଅନୁରୋଧ
ନୂଆଦିଲ୍ଲୀ /ଭୁବନେଶ୍ୱର - ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ…