ସାଲାଇନ ଦେଉଛନ୍ତି ଏକସପାଏରି, ଧରା ପଡିଲେ ଡାକ୍ତରଙ୍କ ଦାଦାଗିରି
ହସପିଟାଲରେ ଖବର ସଂଗ୍ରହ କଲାବେଳେ ଡାକ୍ତର ଙ୍କ ଆକ୍ରମଣର ଶୀକାର ହେଲେ ସାମ୍ବାଦିକ
ବାରିପଦା/Dillip Mohanty - ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସହପିଟାଲରେ ଘଟିଛି ଏକ ଚର୍ଚିତ ଘଟଣା । ଘଟଣାକ୍ରମେ ମୟୁରଭଞଜିଲା ବାଙ୍ଗିରିପୋଷି ଅଞ୍ଚଳର ଗନ୍ନାଥ ଗିରି ଙ୍କର ଦେହ ହଠାତ୍ ଅସୁସ୍ଥ…