ଜିଲା ବିଭାଜନ ବିରୋଦ୍ଧରେ ଆସନ୍ତା ୨୬ ତାରିଖ ମୟୁରଭଞ ବନ୍ଦ
ବାରିପଦା(ଦିଲ୍ଲୀପ ମହାନ୍ତି) ଓଡିଶା ରାଜ୍ୟର ସବୁଠାରୁ ଜିଲା ମୟୁରଭଞ । ଏହି ଜିଲାର ବିଭାଜନ ପାଇଁ ଚାଲିଥିବା କୁ ଚକ୍ରାନ୍ତ କୁ ବିରୋଦ୍ଧକରି ମୟୁରଭଞ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଆସନ୍ତା ୨୬ ତାରିଖ ମୟୁରଭଞ ବନ୍ଦ ଡାକରା ଦିଆଯାଇଅଛି । ଅଖଣ୍ଡ ମୟୁରଭଞ ,ପ୍ରଖଣ୍ଡ ମୟୁରଭଞ ଓ ମାର୍ଜର…