ତ୍ୟାଗଭୂମିର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶହୀଦ ମଶାଲକୁ ସ୍ୱାଗତ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଅନୁଷ୍ଠିତ ତ୍ୟାଗଭୂମି ମହୋତ୍ସବର ଉଦ୍ଘାଟନ ପୂର୍ବରୁ ସକାଳ ୮ଟାରେ ଭଦ୍ରକ ପୌରାଞ୍ଚଳରେ ସ୍ଥାପିତ ହୋଇଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବାଇପାସଠାରେ ଥିବା କାନ୍ତକବିଙ୍କ…