କ୍ରୀଡା ସଚିବଙ୍କୁ ହକି ଇଣ୍ଡିଆର ନୂଆ ଜର୍ସି ଉପହାର

0

ଭୁବନେଶ୍ୱର:  ଚଳିତ ମାସ ୬ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଯାଉଥିବା ଫେଡେରେସନ୍ ହକି ଇଣ୍ଡିଆ ଆନୁକୂଲ୍ୟରେ ପୁରୁଷ ହକି ଫାଇନାଲ ନିମନ୍ତେ ଭାରତୀୟ ଦଳର ନୂତନ ଜର୍ସି ଇତି ମଧ୍ୟରେ ଗୃହୀତ ହୋଇଛିା ଏହାକୁ ଭାରତୀୟ ହକି ଦଳର ପରିଧାନରେ ନୂତନ ଅବତାର କୁହାଯାଉଛିା ଆଜି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲୀନା ନର୍ମାନ୍ ଏହି ନୂତନ ଜର୍ସିକୁ କ୍ରୀଡ଼ା ଓ ଯୁବସେବା ବିଭାଗର ଶାସନ ସଚିବ ଶ୍ରୀ ବିଶାଲ ଦେବଙ୍କୁ ପ୍ରଦାନ କରିଛନ୍ତି 

Leave A Reply

Your email address will not be published.