ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ଦାବି ଜୋର୍ ଧରିଲା 

ଭୁବନେଶ୍ୱର:ସମଗ୍ର ଭାରତବର୍ଷରେ ୪ଗୋଟି ଧାମ । ୪ ଧାମ ମଧ୍ୟରୁ ପୁରୀର ମାହାତ୍ମ୍ୟ ଅନନ୍ୟ । ବ୍ରିଟିଶ୍ ଶାସନ ସମୟରେ ପୁରୀ ସହରରେ ବହୁ ଜ୍ଞାନର ଆଲୋଚନା ହେଉଥିଲା । ସଂସ୍କୃତ ଭାଷା ପରେ ଓଡ଼ିଆରେ ସର୍ବାଧିକ ତାଳପତ୍ର ପୋଥି ଏହି ସହରରେ ଦେଖିବାକୁ ମିଳିଥାଏ ।  ପୁରୀ ଜ୍ଞାନର ଭଣ୍ଡାରଭାବେ ମଧ୍ୟ…

ସଡକ ସୁରକ୍ଷା ଜନ ସଚେତନତା ଶିବିର ଅନୁଷ୍ଠିତ ।

ଯାଜପୁର(ଜୟଶଙ୍କର ଦାଶ),ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ଜନ ସଚେତନତା ଶିବିର  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଚ୍ଥି ।  ସଡକ ସୁରକ୍ଷା ନିୟମ କାନୁନକୁ ନ ମାନିବା ପଂଳରେ ପ୍ରତିଦିନ ସଡକ ଦୁର୍ଘଟଣା ବାରମ୍ୱାର ଘଟୁଚ୍ଥି ଓ ଅକାରଣରେ ମୂଲ୍ୟବାନ ଜୀବନ…

ଜିଲ୍ଲାସ୍ତରୀୟ ଇଭିଏମ ଭିଭିପାଟ ସଚେତନତା ଅଭିଯାନର ହେଣ୍ଡସ ଅନ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର ହେବାକୁ ଥିବା ଇଭିମେ ଭିଭିପାର୍ଟ ମେସିନର ସଠିକ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଜିଲ୍ଲାର ଝାମି ଓ ଲାଞ୍ଜିପଦରଠାରେ ଉଜ୍ୱଳା ସାନିଟେରୀ ନାପକିନ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ ହେବ 

ପାରଳାଖେମୁଣ୍ଡି/ ବିବାଳକୃଷ୍ଣ ପାଣିଗ୍ରାହୀ : ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ତଥା ସଶକ୍ତିକରଣ ପାଇଁ ଦେଶର ରାଷ୍ଟ୍ରାୟତ ତୈଳି କମ୍ପାନୀ ଗୁଡିକ ପକ୍ଷରୁ ଓଡିଶା ରାଜ୍ୟରେ କେନ୍ଦ୍ର ସରକାରଙଅକ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ୯୩ଟି ବ୍ଲକରେ ୧୦୦ଟି ଉଜ୍ୱାଳା…

ଧାନମଣ୍ଡି ଖୋଲିବାରେ ବିଳମ୍ୱ, ଅଭାବୀ ଧାନ ବିକ୍ରି ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ନପାଇବା ପ୍ରତିବାଦ

୧୪ଦଫା ଦାବୀରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ  କାର୍ଯ୍ୟାଳୟ ଘେରାଉ  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଧାନମଣ୍ଡି ଖୋଲିବାରେ ବିଳମ୍ୱ , ଅଭାବି ଧାନ ବିକ୍ରି ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ନିର୍ଦ୍ଧାରିତ ୧୭୫୦ ଟଙ୍କା ନମିଳିବା ପ୍ରତିବାଦ ସହ ଚାଷୀଙ୍କ ୧୪ଦଫା ଦାବୀ…

ସାମ୍ବାଦିକଙ୍କ ମାତାଙ୍କ ଦେହାନ୍ତ 

ବଲାଙ୍ଗୀର,/ନିରୋଜ ମିଶ୍ର : ଶନିବାର ପ୍ରଗତିବାଦୀର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ମାତୃବିୟୋଗ ଘଟିଛି । ସ୍ୱର୍ଗତ ମୂରଳୀଧର ପଣ୍ଡାଙ୍କ ପତ୍ନୀ ସୁଭଦ୍ରାଙ୍କର ସକାଳ ୬.୪୫ସମୟରେ ୯୦ ବର୍ଷ ବୟସରେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ନିକଟସ୍ଥ ଗଜପାଲି ଗାଁରେ ଦେହାନ୍ତ…

ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ -ଧର୍ମେନ୍ଦ୍ର 

ପ୍ରଧାନମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲା ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର/ବାରିପଦା, ୨୯ ଡିସେମ୍ବର-ମାଛ ତେଲରେ ମାଛ ଭାଜିବାରେ ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ ଅଛି । ଚିଠି ଲେଖିବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

୨୪ତମ ସର୍ବଭାରତୀୟ ଛିନେ୍ଦକେଲା କ୍ରିକେଟ କପ : ଖୋର୍ଦ୍ଧା ଓ ନାଗପୁର ମଧ୍ୟରେ ଫାଇନାଲ

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନେ୍ଦକେଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଛିନେ୍ଦକେଲା କ୍ରିକେଟ କପ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ଜାମସଦେପୁର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି  । ଉଦଘାଟନୀ ଉତ୍ସବରେ ଛିନେ୍ଦକେଲା ସ୍ତିତ…

ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ : କଂଗ୍ରେସ

ଭଦ୍ରକରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ସମାବେଶ   ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ । ବିଗତ ୧୮ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ନାାରୀ ନିର୍ଯ୍ୟାତନା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ନାରୀ…

କୁକୁଡା ଫର୍ମରେ ଭୟାବହ ଅଗ୍ନିକାଣ୍ଡ : କୋଟିଏରୁ ଉର୍ଧ୍ଵ ଟଙ୍କାର ଜିନିଷପତ୍ର ନଷ୍ଟ

ବାରିପଦା(ଦିଲ୍ଲୀପ ମହାନ୍ତି)ମୟୁରଭଞ ଜିଲା ରାସଗୋବୋନ୍ଦପୁର ବ୍ଲକର ଛାତନ  ଠାରେ ଥିବା ଭେଙ୍କ ରିସର୍ଚ ଏବଂ ବ୍ରିଡିଙ୍ଗ ଫାର୍ମ ପ୍ରାଇଭେଟ ଲିମିଟେଡ ନାମକ ଏକ କୁକୁଡା ଫାର୍ମରେ ଆଜି ପ୍ରାୟ ପୂର୍ବାହ୍ନ ୯ ଟା ପାଖାପାଖି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଅଛି । କୁକୁଡା ଫାର୍ମର ଅଣ୍ଡାରୁ ଚିଆଁ…