ସୁରେଶ ପୂଜାରୀ ହେଲେ ସଚେତକ
ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ରହି ଆସିଥିବା ଦଳର ବରିଷ୍ଠ ନେତା, ଅଶୀ ଦଶକର ଅଗ୍ନିବର୍ଷି ଛାତ୍ରନେତା ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ ସରକାରୀ ଦଳର ଛାଟିଆ ବା ସଚେତକ ଭାବେ ନିଯୁକ୍ତ ହୋଇଥିବା ଜଣାପଡିଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ଦୁଇ ଓଡ଼ିଆ ମନ୍ତ୍ରୀ ହୋଇଥିବା…