ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର ସ୍ଥାପନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବଲାଙ୍ଗୀର/ନିରୋଜ ମିଶ୍ର  : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ହେବାକୁ ଥିବା ଇଣ୍ଡୋର ଷ୍ଟାଡିଓମର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିଅମ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ୪. ୫କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ…

ସରିଲା ଇଡ଼ିତାଳ, ପ୍ରଚାର ପ୍ରସାର ଦୁର୍ବଳ !

ଗୁଣୁପୁର /ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ର ଲୋକ ମହୋତ୍ସବ ଚଇତି ପକ୍ଷ୍ୟରୁ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ଉପଖଣ୍ଡ ସ୍ତରୀୟ ସାଂସ୍କୃତିକ ଉତ୍ସବ ଇଡିତାଲ୍ ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ଦିନ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞା ମାଳ ଓ ଚଇତି କଳସ କୁ…

ବଳିଢ଼ିପା ଜଙ୍ଗଲରେ ଯୁବତୀର ଝୁଲନ୍ତା ଗଳିତ ଶବ ଉଦ୍ଧାର- ହତ୍ୟା ସନ୍ଦେହ

ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଝାରବନ୍ଧ ପୋଲିସ ଗୋଟିଏ ଯୁବତୀର ଗଳିତ ଶବ ଉଦ୍ଧାର କରିଛି। ପୋଲିସ ସୂଚନା ଅନୁସାରେ ଝାରବନ୍ଧ ନିକଟରେ ବଳିଢ଼ିପା ଜଙ୍ଗଲରେ ଗୋଟିଏ ଯୁବତୀର ଶବ ଝୁଲୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ସୂଚନା ଦେଇଥିଲେ। ଗତ ନଭେମ୍ବର ରୁ ଲେର୍ଗା ବାସୁଦେବ…

ଡମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ  ଶିବିର

ଗୁଣପୁର ରୁ ସିଦ୍ଧାର୍ଥ ଦାଶ:  ଆଜି ଓଡିଶା ସରକାର ଓ ଗଣ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆତ୍ମସୁରକ୍ଷା ଶିବିର ସ୍ଥାନୀୟ ଡମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହାକଙ୍କ ତତ୍ଵାବଧାନରେ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ…

କଳିଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କ ନଗର ସମ୍ମିଳନୀ 

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ସାନ ନଦୀ ପ୍ରାଙ୍ଗଣରେ କଳିଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କୁ ନେଇ ଏକ ନଗର ସମ୍ମିଳନୀ , ବନ୍ଧୁ ମିଳନ ଓ ନୂତନ ସାମ୍ବାଦିକଙ୍କୁ ସ୍ୱାଗତ ଜଣାଯାଇଥିଲା । ଉକ୍ତ ବୈଠକକୁ ସଂଘ ର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ…

୨.୧୨  କୋଟି ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ସାଂସଦ କଲିକେଶ 

ବଲାଙ୍ଗୀର- ବଲାଙ୍ଗୀର ଲୋକସଭା ସାଂସଦ କଲିକେଶ ନାରାୟଣ ସିଂହ ଦେଓଙ୍କ କରକମଳରେ ସ୍ଥାନୀୟ କଳେଜ ଛକଠାରେ ପ୍ରାୟ ୨ କୋଟି ୧୨ଲକ୍ଷ ଟଙ୍କାରେ ପୌରପରିଷଦ ତରଫରୁ ନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୁର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ…

ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ ଉଦ୍ଘାଟନ କଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  ବଲାଙ୍ଗିର ଟିକ୍ରାପଡା ସ୍ଥିତ ରାମଲିଳା ମନ୍ଦିରର ଭୋଗ ମଣ୍ଡପ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ କର କମଳରେ ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ  ଉଦ୍ଘାଟିତ କଲେ ନରସିଂହ ହୋଇଯାଇଛି । ୨୦୧୭-୧୮ ବିଧାୟକ ପାଣ୍ଠିରୁ…

‘ମହିଳାଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ’

ନରସିଂହପୁର ବିଜୁ ମହିଳା ଜନତା ଦଳର ବିଶାଳ ସମାବେଶ ଭୁବନେଶ୍ୱର,: କଟକ ଜିଲ୍ଲାର ନରସିଂହପୁର ଠାରେ ବିଜୁ ଜନତା ଦଳର ପ୍ରାୟ ୧୪ ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଜନା ଓ ସମନ୍ୱୟ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସ୍ଥାନୀୟ…

ଝାରବନ୍ଧ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

ଝାରବନ୍ଧ ରୁ ସଦାନନ୍ଦ ବେହେରା:- ଝାରବନ୍ଧ ଡ଼ିଗ୍ରୀ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସଵ ଉଦଯାପିତ ହୋଇ ଯାଇଛି। ଏହି ଅବସ ରେ ବାଳିକା ଓ ବାଳକ ବିଭାଗ ର ବିଭିନ୍ନ କ୍ରୀଡ଼ା ସହିତ ଫ୍ୟାନସି ଡ୍ରେସ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମଶାଲ ସ୍ଥାପନ ପରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ…

 ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା 

ବଲାଙ୍ଗିର/Niroj Mishra -   ବଲାଙ୍ଗିର ଜିଲ୍ଲା  ବିଜୁ  ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ବିଜୁ ଯୁବ ଜନଦା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ନାମ  ଆନୁଷ୍ଠାନିକ  ଭାବରେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ…