ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୬ ଜୟନ୍ତୀ ଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳହିତୈଷିଣୀ ସମାଜ ର ସଭାକକ୍ଷ ଠାରେ ପାରଳାଖେମୁଣ୍ଡି ମାଟିର ତାଳଜୟୀ ତଥା ରୀତିଯୁଗୀୟ ଶ୍ରେଷ୍ଠ କବି କଳହଂସ ବସନ୍ତ କୋକିଳ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୬ତମ ଜୟନ୍ତୀ ଉତ୍ସବ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ…

ପାରଳାଖେମୁଣ୍ଡି ଠାରେ ଶିଶୁମିତ୍ର ଅଦାଲତ ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ପାରଳାଖେମୁଣ୍ଡି କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଶିଶୁ ନ୍ୟାୟଳୟ ଉଦ୍‍ଘାଟିତ ହୋଇଯାଇଛି । ଏହି ଶିଶୁ ମିତ୍ର ନ୍ୟାୟଳୟକୁ ଗଜପତି ଜିଲ୍ଲା ଦ୍ୱାରା ଜର୍ଜ ବିଶ୍ୱଜିତ ଦାସଉଦ୍‍ଘାଟନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ…

କଥା ରଖିଲେ ଅରୁଣ, କଲେ ଖୋଲା ଦରବାର

ନୟାଗଡ଼ (ବିଶ୍ୱଜିତ ନାୟକ): ବିଧାୟକ ଭାବେ ନିର୍ବାଚିତ ହେବା ପରେ କୃତଜ୍ଞତା ଜଣାଇବା ପାଇଁ ନିର୍ବାଚନମଣ୍ଡଳୀ ଗସ୍ତ କଲାବେଳେ କଥା ଦେଇଥିଲେ ଲୋକଙ୍କ ଅଧିକ ନିକଟତର ହେବେ । ଲୋକଙ୍କ ପାଖକୁ ଆସି ଦୁଃଖ ଶୁଣିବେ, ଅସୁବିଧା ସୁବିଧା ବୁଝି ସମାଧାନ କରିବେ । ନିବୁଜ  କୋଠରୀରେ ନୁହେଁ ଓପନ ରେ ହେବ…

ବାରମ୍ଵାର ବିଦ୍ୟୁତ କାଟ ଯୋଗୁଁ ଅତିଷ୍ଟ ଗୁଣପୁରବାସୀ

 ସମାଧାନ ପାଇଁ ରାଜ୍ୟ ଖାଉଟି ସୁରକ୍ଷା ପରିଷଦ ସଭ୍ୟା ଙ୍କ ଦାବୀ ଗୁଣପୁରରୁ ସିଦ୍ଧାର୍ଥ ଦାଶ - ଗୁଣପୁର ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସମସ୍ୟା ରହିବା ସହ ବିଦ୍ୟୁତ୍ ର ଲୋଭୋଲ୍ଟେଜ ରହୁଥିବା କାରଣ ରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହି ସମସ୍ୟା ର ସ୍ଥାୟୀ ସମାଧାନ ହୋଇ…

ଚେତନାର ମଶାଲଟିଏ ଥିଲେ ଶିତିକଣ୍ଠ ପାଟଯୋଷୀ

 "ଖବର ପ୍ରକାଶନରେ ସେ କାହା ସହିତ କେବେ ସାଲିସ୍ କରିବାର ମୁଁ ଦେଖିନାହିଁ । ତାହା ଧାନର ଅଭାବୀ ବିକ୍ରୀ କଥା ହେଉ କି ବରଗଡ଼ ଜିଲ୍ଳାରେ ଘୁଡ଼ୁଘୁଡ଼ୁ ପଟ୍ଟି କଥା ହେଉ, ଶ୍ରମିକ ମାନଙ୍କର ହକ୍ ଓ ଅଧିକାରର କଥା ହେଉ କି ଶୋଷଣ, ଅତ୍ୟାଚାର କଥା ହେଉ, ଚାଷୀ ଆତ୍ମହତ୍ୟା କଥା ହେଉ କିି ଗନ୍ଧମାର୍ଦ୍ଦନ…

ଚନ୍ଦ୍ରପୁର ବ୍ଲକ ଗସ୍ତ କଲେ ଗୁଣପୁର ଉପଜିଲ୍ଲାପାଳ

ଗୁଣପୁରରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ: (ରାୟଗଡ଼ା/ଚନ୍ଦ୍ରପୁର) : ଗୁଣୁପୁର ଉପଜିଲ୍ଲାପାଳ ଡ଼ ଶିଧେଶ୍ୱର ବଳିରାମ ବନଧୋର  ଚନ୍ଦ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଂଚି ଲୋକକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ…

ମହୁଲପାଲିରେ ସ୍ଵଚ୍ଛତା ଅଭିଯାନ

ପଦ୍ମପୁର(ନୀଳାମ୍ବର ଦୀପ):-ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମରେ ସ୍ଥାନୀୟ ନେତାଜୀ ଯୁବକ ସଂଘ ପକ୍ଷରୁ ରବିବାର ଦିନ ଗାଁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ କରି ଗାଁର ମୁଖ୍ୟ ଛକ ଏବଂ ଗାଁ ଦାଣ୍ଡ ସଫା କରାଗଲା। ଏହା ବ୍ୟତୀତ ଯୁବକ ମାନେ ଗାଁ ରେ…

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩କୁ ନେଇ ଏକ ବ୍ଲକସ୍ତରୀୟ ସେଆରିଂ ବୈଠକ

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩କୁ ନେଇ ଏକ ବ୍ଲକ ସ୍ତରୀୟ ସେଆରିଂ ବୈଠକ ବୋଡେ଼ନ ବ୍ଲକ ବୈଠକ ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ତରଫରୁ ଅନୁଷ୍ଠିତ ସଭାରେ ବ୍ଲକ ସଂଯୋଜକ କୁନାଲ ଚରଣ ବେହେରା ସ୍ୱାଗତମ କରିଥିଲେ।ସ୍ପ୍ରେଡ ଜିଲ୍ଲା…

ମେଲଛାମୁଣ୍ଡା ପିଏଚସିରେ ରୋଗୀ କଲ୍ୟାଣ ସମିିତି ବୈଠକ

ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଓ ନିରୋଗ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିିତିର ବୈଠକ ଅନୁଷ୍ଠିତ  ହୋଇଯାଇଛି । ସମିତିର ଚେୟାରପରସନ ସମିତି ସଭ୍ୟ ସନ୍ତୋଷ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ଜମଳା ସିଏଚସି ମେଡିକଲ ଇନଚାର୍ଯ୍ୟ ଡା. ତ୍ୟାଗରାଜ ସିଂ,…

କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର– ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ…