୨୧ତମ ବଡ଼ବିଲ ମହୋତ୍ସବ ଉଦଘାଟିତ

ବଡ଼ବିଲ (ଚିତ୍ତ ରଞ୍ଜନ କର) : ୨୧ତମ ବଡ଼ବିଲ ମହୋତ୍ସବ  ମହାସମାରୋହରେ ଉଦଘାଟିତ ହୋଇଛି। ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ଇତ୍ସବରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ, ବନାଞ୍ଚଳ ଅଧିକାରୀ ପଦ୍ମନାଭ ରାଉତ,   ମହୋତ୍ସବ…

ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା 

ଭୁୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ  ୨୩  ଗୋଟି ଶୀତତାପ ନିୟନ୍ତ୍ରିତ ବସ ସେବାର ଶୁଭାରମ୍ଭ କରିଛନ୍ତି ।  ଏହା ମଧ୍ୟରେ ଭୁବନେଶ୍ୱର- ଫୁଲବାଣୀ, ଭୁବନେଶ୍ୱର- ରାଉରକେଲା, , ଭୁବନେଶ୍ୱର-…

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦାବିକୁ ଦୋହରାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପୁଣି ଥରେ ଚିଠି ଲେଖିଛନ୍ତି । ଓଡିଶା ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦରୁ କେନ୍ଦ୍ର ଅଧିକ ଲାଭବାନ୍ ହେଉଥିବା…

ବିଜେପିରେ ଦାୟିତ୍ୱ ବଂଟନ : ଗୋଲକଙ୍କୁ  ଗଣମାଧ୍ୟମ, ଲେଖାଶ୍ରୀଙ୍କୁ ସୋସିଆଲ ମିଡ଼ିଆ 

- କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ ହେଲେ ଅପରାଜିତା ଷଡ଼ଙ୍ଗୀ - ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଭୁବନେଶ୍ୱର -ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ପାର୍ଟିର ବିଭିନ୍ନ…

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା : ଥାନାରେ ଏତଲା ଦେଲେ ବୋର୍ଡ ସଭାପତି 

କ୍ରାଇମବ୍ରାଂଚ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ - ଏଡିଜି    ଭୁବନେଶ୍ୱର - ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ କଟକ ମଙ୍ଗଳାବାଗ ଥାନାରେ ବିଧିବଦ୍ଧ ଏତଲା ଦେଇଛନ୍ତି ।  ଏହାପୂର୍ବରୁ  କ୍ରାଇମବ୍ରାଂଚ ତଦନ୍ତ କରାଯିବ ବୋଲି…

 ରାଷ୍ଟ୍ରୀୟ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଗୁଡିକର ସାମାଜିକ ସମୀକ୍ଷା

ନୂଆପଡା /ପ୍ରିୟବ୍ରତ ପଣ୍ଡା : ରାଜ୍ୟ ସରକାରଙ୍କ ସମୀକ୍ଷକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଗୁଡିକର ସାମାଜିକ ସମୀକ୍ଷା ଗ୍ରାମସଭା ବୋଡେ଼ନ ବ୍ଲକର ବାବେବିର ପଞ୍ଚାୟତ ଠାରେ ଆୟୋଜିତ ହୋଇଥିଲା | ସଭାରେ ସଭାପତି ରୂପେ ସରପଞ୍ଚ ହେରାମ୍ବ ପୁଝାରି ଥିବା ବେଳେ ରାଜ୍ୟ…

ଭାଲୁ ଆକ୍ରମଣରେ ଦୁଇ ଘାଇଲା 

 ନୂଆପଡା /ପ୍ରିୟବ୍ରତ ପଣ୍ଡା : ଗମ୍ଭାରୀଗୁଡା ପାଖରେ ଭାଲୁ ଆକ୍ରମଣ କରି ଘାଇଲା କରିଛି ଦୁଇ ଜଣଙ୍କୁ | ଜଙ୍ଗଲ ବିଭାଗ ର କର୍ମଚାରୀ ବର୍ତମାନ ଗମ୍ଭାରୀଗୁଡାରେ ଅଛନ୍ତି | ଭାଲୁ ସେଇ ଆଖ ପାଖରେ ଅଛି ଏବଂ ଗର୍ଜନ କରୁଛି । ଆହତ ଙ୍କ ପରିଚୟ ମିଳି ନାହିଁ ।108 ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଖଡ଼ିଆଳ…

ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ୱର – ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ବିଧାନ ସଭା ଓ ଜିଲ୍ଲା ସ୍ତରୀୟ ସୋସିଆଲ ମିଡ଼ିଆ କର୍ମକର୍ତାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ  ହୋଇଥିଲା । ଏହାର ଅଧ୍ୟକ୍ଷତା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି କରିଥିଲେ ଏବଂ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ…

ବ୍ୟବସ୍ଥା ଓ ନେତୃତ୍ୱ ପ୍ରତି ଅନାସ୍ଥା: ନବୀନଙ୍କ ପ୍ରତି ଆସ୍ଥା

ଧର୍ମଶାଳାରେ ଗରୀବ କଲ୍ୟାଣ ଯୋଜନା ବାଟବଣା ନେଇ ଆନେ୍ଦାଳନ ତେଜିଲା  ଯାଜପୁର,(ଜୟଶଙ୍କର ଦାଶ ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ବିଭିନ୍ନ ପଂଚାୟତରେ ଗରୀବ କଲ୍ୟାଣ ଯୋଜନା ବାଟବଣା ହେବାନେଇ ଆନେ୍ଦାଳନ ବିସ୍ପୋରକ ମୋଡ ନେଇଛି । ହେଲେ ଏହି ଅସନ୍ତୋଷ ବ୍ୟବସ୍ଥା ଏବଂ ନେତୃତ୍ୱ ବିରୋଧରେ…

ତାଲପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ 

ଗାଇସିଲେଟ/କେଦାର ନାଥ ସାହୁ:ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଉଚ୍ଚ ବିଦ୍ୟାଳୟ, ତାଲପାଲିର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ପ୍ରାତଃ ପର୍ଯ୍ୟାୟ ଖେଳକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।ଉଦଯାପନୀ  …