ଲଜ୍ଜା : ବିଧବା ମହିଳାଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ

ନିଲମ୍ବନ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବି କଲା ବିଜେପି ମହିଳା ମୋର୍ଚା  ବରଗଡ :- ପାଇକମାଲ ସରପଞ୍ଚ ଙ୍କର ବିରୋଧ ରେ ହେଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ନସରିବା ପର୍ଯନ୍ତ ଅରୋପୀ ସରପଞ୍ଚଙ୍କୁ ବିଭାଗୀୟ କାର୍ଯରୁ ତୁରନ୍ତ ନିଲମ୍ବନ…

ଅଗମ୍ୟ ଅଂଚଳରେ ଲୋକଙ୍କ ହାତ ପାଆନ୍ତାରେ ପହଂଚିବ ମାଗଣା ସ୍ୱାସ୍ଥ୍ୟ ସେବା : ୨୩ଜିଲ୍ଲାରେ ପ୍ରତିଷ୍ଠା ହେବ  ୧୦୨…

ଭୁବନେଶ୍ୱର- ରାଜ୍ୟର ଦୁର୍ଗମ ଅଚଂଳଗୁଡିକରେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ମନେହେଉଥିବା ବେଳେ ଆଜି ସେ ସବୁ ଅଂଚଳରେ ଲୋକଙ୍କୁ ଏମ୍ବିବିଏସ୍ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ପଇଁ ରାଜ୍ୟ ସରକାର ଆଧୁନିକ…

ଓଡ଼ିଆ ଝିଅ ଓ ମହିଳାମାନଙ୍କ ମାନ, ଇଜ୍ଜତ ଓ ସୁରକ୍ଷା ସଙ୍କଟରେ ,  ନ୍ୟାୟ ପାଇଁ ମହିଳା ସ୍ୱାର୍ଥ ଓ ସ୍ୱାଭିମାନର…

ଭୁବନେଶ୍ୱର, - ୧୯ ବର୍ଷର ରାଜ୍ୟସରକାର ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହବିଭାଗର ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ  ଓଡ଼ିଆ ଝିଅ ଓ ମହିଳାମାନଙ୍କ ମାନ, ଇଜ୍ଜତ ଓ ସୁରକ୍ଷା ଆଜି ସଙ୍କଟରେ ପଡ଼ିଛି ବୋଲି ପାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ…

ଭଦ୍ରକରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ଜମି ଯୋଗାଇବାକୁ  ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

- ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ’ହୋଇପାରିବ  -ଜମି ପାଇଁ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ରାଜ୍ୟସରକାର ଅହେତୁକ ବିଳମ୍ବ କରୁଛନ୍ତି ନୂଆଦିଲ୍ଲୀ/ଭୁବନେଶ୍ୱର - ଭଦ୍ରକଠାରେ ଇଣ୍ଡିଆନ ଅଏଲ୍ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ…

ପୁରୀରେ ଫେବୃୟାରୀ ୨ ଓ ୩ରେ ହେବ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ  

ଭୁବନେଶ୍ୱର- ଆସନ୍ତା ଫେବୃଆରୀ ୨ ଏବଂ ୩ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଶ୍ରୀକ୍ଷେତ୍ର ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ହେବ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ଓଡିସା ତଥା ଆଦିବାସୀ ମାନଙ୍କର ଠାକୁର । ଶବର ରାଜା ବିଶ୍ୱାବସୁଙ୍କ ପାଖରେ ଜଗନ୍ନାଥ…

‘ସଚେତନ ହେମା’ ଆୟୋଜନ କରିବ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ -୨୦୧୯

ପଦ୍ମପୁର/ନୀଳ ଦୀପ:  ପଦ୍ମପୁର ଉପଖଣ୍ଡ  ରାଜବୋଡାସମ୍ବର ବ୍ଳକର ସର୍ଗିବାହାଲ ଗ୍ରାମପଂଚାୟତର ଢୋଳବନ୍ଧ ଗ୍ରାମରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଚେତନ ହେମା,ନାଟ୍ୟଅନୁଷ୍ଠାନ  ପ୍ରାଙ୍ଗଣରେ ଅନୁଷ୍ଠିତ  ଏହି ସଭାରେ ଶ୍ରୀ ଲାଲ ସାହେବ…

“କାଳିଆ” : ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ  :…

ଭୁବନେଶ୍ୱର : ମରୁଡ଼ି, ଋଣ ବୋଝ ଆଦି ସମସ୍ୟା ଦେଇ ଗତି କରୁଥିବା ଓଡ଼ିଶାର ତମାମ ଚାଷୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଏହା ସେମାନଙ୍କ ହାତମୁଠା ଟାଣ କରିବ ଏବଂ ଚାଷ ଦିଗରେ ମନୋନିବେଶ କରି ଜୀବିକା ନିର୍ବାହ କରିବା ପାଇଁ ସେମାନଙ୍କୁ…

ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଜନସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି…

ଭୁବନେଶ୍ୱର,: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ୍‍ ହାଇୱେ) ବାବଦରେ ଯେଉଁ ସାମ୍ବାଦିକ ସମ୍ମିଳନୀ ରଖିଥିଲେ, ତାହା ସେହି କୋଷ୍ଟାଲ୍‍ ହାଇୱେର ଟେଣ୍ଡର ପାଇଁ ଆଶାୟୀ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ । ଭାରତୀୟ ଜନତା ପାର୍ଟି ଏବଂ…

ଯୋଗେଶଙ୍କ ଇସ୍ତଫା ପରେ…: ସଭିଙ୍କ ଅପେକ୍ଷା, କଣ କରିବେ ସ୍ୱାଭିମାନୀ ନରସିଂହ 

ଭୁବନେଶ୍ୱର(SPB) : ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସରେ ଯେଉଁ ଘଣ୍ଟା ଚକଟା ଚାଲିଛି ତାହା ଏବେ ହାଟ ବଜାରରେ ଚର୍ଚ୍ଚା | କିଏ ଭଲ କଲା କିଏ ମନ୍ଦ କଲା, କିଏ ଚକ୍ରାନ୍ତକାରୀ ଆଉ କିଏ ନୀତିବାନ ଧର୍ମରାଜ ଯୁଧିଷ୍ଠିର, କିଏ ବିଶ୍ୱାସଘାତକ ଆଉ କିଏ ଦଳ ପ୍ରତି ଅନୁରକ୍ତ ସେ ସବୁ ତ ଭିନ୍ନ…