କୋଉ ରେଟରେ ଢୋକିଲେ ଏମିତିକା କୋଠା ହେବ !!!

ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି  ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱ ଓ ବାଲେଶ୍ୱର ୟୁନିଟ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ସହଯୋଗରେ ଆଜି ପୂର୍ବାହ୍ନରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର…

ଶତାୟୁ ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ବଡପୁଟ ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ବିରଭଦ୍ର ଆଚାରୀ(୧୦୩) ବୁଧବାର ବିଳମ୍ବିତ ରାତିରେ ସ୍ୱଗୃହରେ ପରଲୋକ ଗମନ କରିଥିଲେ । ନୟାଗଡ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶ ଗ୍ରହଣ କରି ସେ କାରାବରଣ କରିଥିଲେ । ତାଙ୍କର ଜିବଶୈଳି ଓ…

କଲ୍ୟାଣପୁର ରବି ପ୍ରଧାନ ହତ୍ୟାଘଟଣା : ୬ଜଣ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ନୟାଗଡଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ରବି ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସହିତ ୬ଜଣ ଓଡଗାଁ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏହି ଥାନା ଜାମୁଝୋଲାର ଜ୍ୟୋତିର୍ମୟ ମହାନ୍ତି(୩୫), ଶ୍ରୀନିବାସ…

ଯୁବତୀକୁ ଅପହରଣ ଉଦ୍ୟମ କରି ଯୁବକ ଗିରଫ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ଓଡଗାଁ ଥାନା କୋମଣ୍ଡ ଗାଁର ରବି ନୟକ(୨୧) କୁ ଯୁବତୀକୁ ଅପହରଣ କରିବା ଅଭିଯୋଗରେ ଗିରଫ କରି ଓଡଗାଁ ପୋଲିସ ଆଜି କୋର୍ଟଚାଲାଣ କରିଥିଲେ । ଜାମିନି ଖାରଜ ହେବାରୁ ଅଭିଯୁକ୍ତ ଯୁବକକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋମଣ୍ଡ ନିକଟସ୍ଥ ବାଦଭୁଇଁ…

ଧୁର୍ତ୍ତଙ୍କ କବଜାରେ ସୁନ୍ଦରଗଡ ପୂର୍ତ୍ତ ବିଭାଗ !

ନିର୍ବାହୀ ଯନ୍ତ୍ରୀଂକ ନିରାବତାକୁ ନେଇ ପ୍ରଶ୍ନବାଚୀ ଜିଲ୍ଲା ପ୍ରଶାସନ, ସରକାର ଓ ଭିଜିଲାନ୍ସ ବିଭାଗର ନଜର ପଡିବ କି  ସୁନ୍ଦରଗଡ/ହୋରଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ଜିଲ୍ଲାର ବିକାଶ ଏବେ ସରକାରୀ ବ୍ୟବସ୍ଥା ପାଖରେ ମୁଣ୍ଡ ନୁଆଁଇ ଯାଇଛି, କାରଣ ଖୋଜିଲେ ବହୁ ତଥ୍ୟ ସାମ୍ନାକୁ ଆସୁଛି । ସାଧାରଣ…

ରସିକିଆ ସ୍କୁଲ ମାଷ୍ଟର ……କାଣ୍ଡ ଭିଆଇଲେ ବନ ଭିତର

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ ଭିଡ଼ିଓ ଭାଇରାଲ ପରେ ଆଣିଲେ ଅଭିଯୋଗ କୁଚିଣ୍ଡା:(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଜଣେ କଲେଜ ଛାତ୍ରୀଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ କରି ଲୋକଙ୍କ ହାତରେ ଧରା ପଡିଛନ୍ତି ଜଣେ ହାଇସ୍କୁଲ ଶିକ୍ଷକ l କୁଚିଣ୍ଡା…

ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲିବିକାଶ ଠାରେ ବୃକ୍ଷ ରୋପଣ

 ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସନ୍ଦିବାହାଲ ପଞ୍ଚାୟତର ବେହେରାମୁଣ୍ଡା ସ୍ଥିତ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲିବିକାଶ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣର ସଚେତନ ବାର୍ତ୍ତା…

ମୄତ୍ୟୁର ତିନିମାସ ପରେ ଶବ କହିବ ନିଜ ମୄତ୍ୟୁର କାରଣ

 ମେଲ୍ରେଛାମୁଣ୍ଡା / ମନୋଜ ଭୋଇ : ବୁଢ଼ୀ ମାଁର ଭୂତ କାହାଣୀ ପରି ଶବ ଦୀର୍ଘ ତିନିମାସ ପରେ ନିଜର ମୄତ୍ୟୁର ଖୋଜିବା ପାଇଁ ମସାଣିରୁ ପଦାକୁ ବାହାରିଛି ଏପରି ଏକ ବିରଳ ଘରଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡସ୍ଥ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ।     ସୂଚନା ଅନୁସାରେ…

ସମ୍ବାଦ ସାହିତ୍ୟ ଘର, ଯୋଗ ଦେଲେ ରାଜ୍ୟପାଲ

ମୁଖପତ୍ର ଯଜ୍ଞଶୀଳା ପୁସ୍ତକ ଉନ୍ମୋଚନ ଉତ୍ସବ ବ୍ୟାସନଗର ରୁ ବିଶ୍ୱଜିତ ମାଝୀ :  ଆଜି ଯାଜପୁର ଟାଉନ ହଲ ଠାରେ ସମ୍ବାଦ ସାହିତ୍ୟ ଘରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ…

ଅଷ୍ଟମ ଶ୍ରେଣୀ ନାହିଁ, ୪/୫ କି.ମି. ଦୂରକୁ ଯାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଗାଇସିଲେଟ/କେଦାର ନାଥ ସାହୁ: ଗାଇସିଲାଟ ବ୍ଳକ ଏକ ଅନୁନ୍ନତ ବ୍ଳକ ଭାବେ ଜଣାଶୁଣା । ଏଠାରେ ପ୍ରତ୍ୟେକ କ୍ଷେତ୍ର ରେ ଜନସାଧାରଣ ସରକାରୀ ନିତୀର ସୁଫଳ ପାଇବାରୁ ବଞ୍ଚିତ ଅଛନ୍ତି। କେତେବେଳେ ଦୁର୍ନିତୀର ତାଡନା  ତ କେତେବଳେ ମୌଲିକ ସୁବିଧାରୁ ବଞ୍ଚିତ  । ଏମିତି ଅଭିଯୋଗ ବର୍ତ୍ତମାନ ଶିକ୍ଷା…