ଅର୍ପଣ ଦାଙ୍କୁ ହରାଇ ବଲାଙ୍ଗୀର ତାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା
ଅର୍ପଣ ଘୋଷଙ୍କ ସ୍ମୃତିରେ ଶୋକସଭା
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀରର ସାମାଜୀକ, ସାଂସ୍କୃତିକ ଓ ସଂଗଠନ କ୍ଷେତ୍ରରେ ଅର୍ପଣ ଘୋଷ ଥିଲେ ଜଣେ ଅଗ୍ରଣି ବ୍ୟକ୍ତିତ୍ୱ । ତାଙ୍କର ଆମାୟିକ ବ୍ୟବହାର, ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମେଳାପି ମାନସିକତା ତାଙ୍କୁ ସବୁ ବର୍ଗରେ ପରିଚିତ କରିଥିଲା ।…