ନାବାଳକ ଛାତ୍ରକୁ କଣ ବଳଦ ଭାବିଲେ ମାଡାମ !!!

କେମିତି ନିଷ୍ଠୁର ହୋଇପାରିବେ ଜଣେ ମାତୃସ୍ଥାନୀୟା ଶିକ୍ଷୟିତ୍ରୀ ?  ପିଲା ଚପଳ, ଖରମତି ସମ୍ପନ୍ନ, ଦୁଷ୍ଟାମୀ ରହିବା ସ୍ୱାଭାବିକ, କାରଣ ସେମାନେ ଶିଶୁ, ନାବାଳକ ଅବୋଧ | କଞ୍ଚା ମାଟିକୁ କଅଁଳ ପରସ ଦେଇ  ଯେମିତି କୁମ୍ଭାର ମାଟି ପାତ୍ରରେ ଗଢିତୋଳିଥାଏ, ସେମିତି ଶିଶୁଟିକୁ ଠିକଣା ଢଙ୍ଗରେ…

ଖଡ଼ିଆଳ ଉତ୍ସବ : ବାହୁବଳୀ ମଞ୍ଚର ସୌନ୍ଦର୍ଯ୍ୟ ଓ କଳାକାର ମାନଙ୍କ ସୁନ୍ଦର ପରିବେଷଣ ମନଛୁଆଁ  

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଶୁକ୍ରବାର  ଖଡ଼ିଆଳ ମହୋତ୍ସବରେ  ଜିଲ୍ଲାର ସମସ୍ତ ଅଧ୍ୟକ୍ଷ  ମାନେ ଉପସ୍ଥିତ ଥିଲେ । ଡ଼ ଫନିନ୍ଦମ ସିଂ ଦେଓ ସଭାର ସଭାପତିତ୍ୱ କରିଥିଲେ ।ବିଶିଷ୍ଠ ନାଟ୍ୟକାର ରୋହିତ ନଗେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାନ ଘୁଡକା ଵାଲାଙ୍କ ଘୁଡ଼କା ବାଦନ ଲୋକଙ୍କ ମନ…

ମାନସିକ ବିକୃତ ବ୍ୟକ୍ତି ଉଦ୍ଧାର

ଝାରସୁଗୁଡା:ସ୍ଥାନୀୟ ୱେସ୍କୋ କାର୍ଯ୍ୟାଳୟ ନିକଟରୁ ଜଣେ ମାନସିକ ବିକୃତି ବ୍ୟକ୍ତିଙ୍କୁ ଉଦ୍ଧାର କରି ମିଶନ ଆଶ୍ରା ମାନସିକ କେନ୍ଦ୍ର ରେ ଥଇଥାନ କରାଯାଇଛି | ୱେସ୍କୋ କାର୍ଯ୍ୟାଳୟ ନିକଟରେ ଉକ୍ତ ବ୍ୟକ୍ତି ଜଣକ ଅସୁସ୍ଥ ଅବସ୍ଥାରେ ପଡିଥିବା ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମାଜିକ କର୍ମୀ…

“ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ଲୋକଙ୍କଙ୍କପାଇଁ ଲଢେଇ ବନ୍ଦ ହେବନାହିଁ “

ଝାରସୁଗୁଡା/ଶାସକ ପ୍ରଶାସକ) : ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଦ୍ଵାରା ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ଲୋକଙ୍କଙ୍କପାଇଁ ଭାରତୀୟ କମ୍ୟୁନିଷ୍ଟ ପାଟି ଲଢେଇ କରି ଆସୁଛି ଓ ଭବିଷ୍ୟତରେ ମଧ୍ୟ ଏହି ଲଢେଇ ଜାରିରହିବ ବୋଲି ଦଳର କର୍ମକର୍ତା ମାନେ କହିଛନ୍ତି |ଏହାକୁ ବନ୍ଦ କରିବା ପାଇଁ…

ନାବାଳିକା କୁ ଗର୍ଭବତୀ କରି ଯୁବକ ଫେରାର।

ଝାରସୁଗୁଡା(ଶାସକ ପ୍ରଶାସକ):ଝାରସୁଗୁଡା ସହରରେ ଥିବା ଏକ ଆପାଟମେଣ୍ଟରେ ସଫେଇ କାର୍ଯ୍ୟ କରୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ଝିଅ କୁ ସେଠାରେ ରୋଷେଇ କାର୍ଯ୍ୟ କରୁଥିବା ଜଣେ ଯୁବକ ଶାରୀରିକ ସମ୍ପର୍କ ରଖି ଫେରାର ହୋଇଯାଇଥିବା ବେଳେ ନାବାଳିକା ଝିଅ ଟି ୮ ମାସର ଗର୍ଭବତୀ ହୋଇଥିବା ଜଣା ପଡିଛି…

ବେଦାନ୍ତ ଆଲୁମିନିୟମ କରୁଛି  ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଖୋଲା ଖୋଲି ଉଲଂଘନ !

କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କଲା ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଝରସୁଗୁଡା(ଶାସକ ପ୍ରଶାସକ):ବେଦାନ୍ତ ଆଲୁମିନିୟମ ସମସ୍ତ ପ୍ରକାର ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଖୋଲା ଖୋଲି ଉଲଂଘନ କରି ହୀରାକୁଦ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେ ସମ୍ପର୍କରେ ଏକ ଉଚସ୍ତରିୟ ତଦନ୍ତ କମିଶନ…

କୋଣାର୍କ ଉତ୍ସବ – ବହୁ ଅଡମ୍ବରରେ ଲଘୁକ୍ରିୟା :ପର୍ଯ୍ୟଟକ ସଂଖ୍ୟାରେ ନଗଣ୍ୟ ବୃଦ୍ଧି

ବଲାଙ୍ଗିର/ନିରୋଜ ମିଶ୍ର :  ହକି ବିଶ୍ୱ କପ ଚାଲିଥିବା ସମୟରେ କୋଣାର୍କ ଉତ୍ସବ ୨୦୧୮ ପାଳନ କରାଯାଇଥିଲା । ଅନ୍ତର୍ଜାତିକ  ହକି ଖେଳାଳୀ ମାନଙ୍କ ପାଇଁ କୋଣାର୍କ ଉତ୍ସବ ଦେଖିବାକୁ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କଥା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିଲା । ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ…

ଧର୍ମାନନ୍ଦ ଢେଙ୍କାନାଳ ଜିଲ୍ଲା ଯୁବବିଜେଡି ସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଶ୍ରୀ ଧର୍ମାନନ୍ଦ ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ସଂଜୟ କୁମାର ଦାସବର୍ମା ଏକ ପ୍ରେସ୍‍…

କ୍ଷତ ଅବସ୍ଥାରେ ଲୁପ୍ତପ୍ରାୟ ପକ୍ଷୀ ବାନ୍ଦୁ  : ଜଙ୍ଗଲ ବିଭାଗକୁ ହସ୍ତାନ୍ତର 

ମାଣ୍ଡୋସିଲ/ରାଜେନ୍ଦ୍ର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳରେ ଲୁପ୍ତ ପ୍ରାୟ ପକ୍ଷି ପେଚା (ସ୍ଥାନୀୟ ଭାଷାରେ ବାନ୍ଦୁ ) କୁ ଆମ ମାଣ୍ଡୋସିଲ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ ଗତ ରାତିରେ ପାଇକମାଲ ରୁ ଆସୁଥିବା ବେଲେ ବରତୁଣ୍ତା  ହାଇସ୍କୁଲ ସାମନା ରାଜ୍ଯ ରାଜପଥ ଉପରେ ଛଟପଟ…

ଯୋଗେଶଙ୍କ ଗୃହ ପ୍ରବେଶ, ବିପୁଳ ସମ୍ବର୍ଧନା :  ମାନ କରି ଆସିଲେନି କୁସୁମଙ୍କ ସମର୍ଥକ

 ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ  ପୁରୁଣା ଛାଡି ନୂଆ ଘର ନିଶ୍ଚିତ ହେବା ପରେ  ଆଜି ଗୃହ ପ୍ରବେଶ କରିଛନ୍ତି ପୂର୍ବତନ ବିଧାୟକ ଯୋଗେଶ ସିଂହ |  କଂଗ୍ରେସ ଛାଡି ଫେବୃଆରୀ ୬ ରେ ବିଜେଡି ରେ ଯୋଗ ଦେବା ସହ ବିଧାୟକ ଆଶାୟୀ ପ୍ରାର୍ଥୀ କୁସୁମ ଟେଟେଙ୍କୁ ସ୍ୱତନ୍ତ୍ର ଉନ୍ନୟନ…