ଚୋରୀ ବୋଲେରୋ ଉଦ୍ଧାର
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ-ଓଡଗାଁର ରାଜ୍ୟ ସଡକ ପଥର କେନାଲଛକ ନିକଟ ଘଷାଦେଇପୁରରୁ ଗତ ୩୦ ତାରିଖ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଓ ଆର ୦୨ ଏସି ୭୯୩୧ ମାକ୍ସ ବଲେରୋ ଗାଡିକୁ ଓଡଗାଁ ପୋଲିସ ଆଜି ଉଦ୍ଧାର କରି ଗାଡି ମାଲିକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଘଟଣାରୁ ଜଣାଯାଏ…