ବନ୍ଧା ହୋଇ ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ

ରାଉରକେଲାର ଏକ ହୋଟେଲରୁ କାବୁ କଲା ପାଇକମାଲ ପୋଲିସ ବରଗଡ :- ପାଇକମାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଧବଳେଶ୍ବର ସାହୁଙ୍କର ନାମରେ ଗତ କିଛି ଦିନ ତଳେ ଜଣେ ମହିଳା ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ଏ ନେଇ ପାଇକମାଲ ଥାନାରେ କେଶ ନ 19/2019 ରୁଜୁ ହେବା ପରେ ଅଭିଯୁକ୍ତ ସରପଞ୍ଚ ପାଇକମାଲ…

ରାୟଗଡା ପୋଲିସ ଖାପଚରେ ଚାରି ଜଣିଆ ଲୁଟେରା ଗ୍ୟାଙ୍ଗ  

ରାୟଗଡାରୁ ସରୋଜ କୁମାର ସାହୁ:  ୪ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ପୋଲିସ । ଏହି ଲୁଟେରା ଗ୍ୟାଙ୍ଗରେ ୨ଜଣ ମହିଳା ଓ ୨ଜଣ ପୁରୁଷ ରହିଥିବା ବେଳେ ଏମାନଙ୍କ ଲୁଟ କରିବାର ତରିକା ଅଲଗା । ଏହି ଲୁଟ ଗ୍ୟାଙ୍ଗର ମହିଳାମାନେ ଲୋକଙ୍କୁ ବିଭିନ୍ନ ଶାରିରୀକ…

ଘୁ ଉଦୟଗିରି ନାମ ବଦଳାଇ କେ ଉଦୟଗିରି କରାଯାଉ 

ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ  ଯାହା କି ସମଗ୍ର ଜ଼ିଲ୍ଲା ର କେନ୍ଦ୍ର ସ୍ଥଳି କହିଲେ ଅତ୍ୟୁକ୍ତି ହେବ ନାହିଁ |  ଶହ ଶହ ବର୍ଷ ପରେ ଘୁମୁସର ଉଦୟଗିରି ର ନାମ ପରିବର୍ତ୍ତନ କରି କନ୍ଧମାଳ ଉଦୟଗିରି ନାମକରଣ ପାଇଁ ଅଞ୍ଚଳବାସୀ…

ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି 

 ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରିଠାରେ କୁଇ ଭାଷାଭାଷୀ, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଦେବା ସହ ଭାଇ ଚାରା ବଜାୟ ରଖିବା ପାଇଁ ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି ହୋଇଛି |  ଘୁ.ଉଦୟଗିରି ବ୍ଲକରେ ବହୁଳ ସଂକ୍ଷକ କୁଇ ଭାଷାଭାଷୀ ବସବାସ…

ସୀମା ନାୟକ ଓ କେ ମାଧବୀ ହେଲେ ବିଜେଡି ମହିଳା ଆଇଟି ସେଲ ସଂଯୋଜିକା 

ଭୁବନେଶ୍ୱର: ବ୍ରହ୍ମପୁରର ପୂର୍ବତନ ମେୟର କେ ମାଧବୀ ଓ ଭୁବନେଶ୍ୱରର ଲୋକପ୍ରିୟ ପୂର୍ବତନ କର୍ପୋରେଟର ସୀମା ନାୟକଙ୍କ ସମେତ ୫ ଜଣଙ୍କୁ ବିଜୁ ଜନତା ଦଳ ମହିଳା ଆଇଟି ସେଲ ସଂଯୋଜିକା ଭାବେ ନିଯୁକ୍ତି ମିଳିଛି |  ବିଜୁ ଜନତା ଦଳ ଆଇଟି ୱିଙ୍ଗ ମୁଖ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ…

ଆନ୍ତରିକତା କମ୍‍, ରାଜନୀତି ବେଶୀ

କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ଧୋକ୍କା ଭୁବନେଶ୍ୱର(ମାନସୀ ମିଶ୍ର): ପ୍ରସ୍ତାବିତ କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ତତ୍କାଳୀନ  କେନ୍ଦ୍ର ସଡ଼କ, ପରିବହନ, ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ…

ବିଧାୟକଙ୍କ ଇସ୍ତଫା ଓ ଗିରଫ ଦାବିରେ କଂଗ୍ରେସର ଜନଆକ୍ରୋଶ ଧାରଣା

ଓଡ଼ଗାଁ (ଶାସକ ପ୍ରଶାସକ): ଚିଟଫଣ୍ଡ ମାମଲାରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁଙ୍କୁ  ସି.ବି.ଆଇର ସମନ ଜାରିକୁ ନେଇ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଦାବିରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜନଆକ୍ରୋଶ ଧାରଣା ଦିଆଯାଇଥିଲା ।…

ଫେବୃଆରୀ ୨୨ ପଯ୍ୟନ୍ତ କଣ୍ଟ :  ସିଡ୍ୟୁଲ ବ୍ଲକ ଘୋଷଣା ନ ହେଲେ ୨୩ ରୁ ଆନ୍ଦୋଳନ |

ଝାରସୁଗୁଡା(Bikram Mahapatra) : ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କିରମୀରା ଓ ଲଇକେରା ବ୍ଲକ କୁ ଫେବୃଆରୀ ୨୨ ଶୁଦ୍ଧା ସିଡ୍ୟୁଲ ବ୍ଲକ ଘୋଷଣା କରାନଗଲେ ୨୩ ତାରିଖରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କାରାଯିବା ସହ ୨୦୧୯ ସାଧାରଣ ନିର୍ବାଚନ ରେ ଆଦିବାସୀ ଭୋଟ ବର୍ଜନ କାରାଯିବ ବୋଲି ଚେତାବନୀ…

୧୫ରୁ  ” କମଳ ଦେଶ ରାଜକୁମାର”

ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମଦିନ ଉପଲକ୍ଷେ ପ୍ରଫୁଲ୍ଲ କର ଫାଉଣ୍ଡେସନ ପକ୍ଷରୁ ସବୁ ବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ " କମଳ ଦେଶ ରାଜକୁମାର" | ଭୁବବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ଫେବୃଆରୀ ୧୫/୧୬  ଦୁଇଦିନ ଧରି…