ବଡ଼ବିଲ: ଚୋରି ବଲେରୋକୁ କାଟି ବିକି ଦେଇଥିଲେ ଦୁର୍ବୁତ୍ତ
ପିକଅପ ଭ୍ୟାନ ଓ ସ୍କୁଟି ସହ ବଲେରୋ ଭଗ୍ନାଂଶକୁ ଜବତ କଲା ବଡ଼ବିଲ ପୋଲିସ
ବଡ଼ବିଲ (ଚିତ୍ତରଞ୍ଜନ କର): ଗତକାଲି ବଡ଼ବିଲ ମେନ ରୋଡ଼ ସ୍ଥିତ ଆଲହାବାଦ ବ୍ୟାଙ୍କରୁ ଡକାୟତି ଉଦ୍ୟମ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏକ ବଲେରୋ ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ଘଟଣାରୁ…