ଏଲପିଜି ବଟଲିଂ ପ୍ଲାଂଟର ଭିତ୍ତିପ୍ରସ୍ତର ସ୍ଥାପନ, ଲୋକାର୍ପିତ ହେଲା ରେଳ ବିଭାଗର ୩ଟି ଫୁଟ ଓଭର ବ୍ରିଜ
ରାୟଗଡା/ସରୋଜ କୁମାର ସାହୁ
ରାୟଗଡା ସହର ସଦର ମହକୁମା ସ୍ଥିତ ଆଇଆଇଡି ସେଂଟର ଠାରେ ୯୧ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟକୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଜିଟାଲ ମାଧ୍ୟମରେ ଶୁଭ ଉଦଘାଟନ…