ବିତୁଛି ଜୀବନ ପଲିଥିନ୍ ଘରେ ,ଆବାସ ଯୋଜନା କାହାର ସ୍ବାର୍ଥରେ

କୁଆଡେ ଗଲେ ନେତା-ଅଫିସର, ସୁଷମାଙ୍କ ଦୁଃଖ ବୁଝିବ କିଏ  ? ଜଗତସିଂହପୁର:(ରମେଶ ମହାନ୍ତି)-ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି।ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଗରୀବ ଲୋକମାନଙ୍କ…

ସୁରକ୍ଷିତ ଏଟିଏମ : ଭିତରେ ଜଗିଛି ସାପ

ରାୟଗଡା(ସରୋଜ କୁମାର ସାହୁ)  :  ସ୍ଥାନୀୟ ରାୟଗଡା ଜିଲ୍ଲା ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପାଚେରୀକୁ ଲାଗି ରହିଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ ଭିତରେ ଆଜି ଏକ ସାପ ପଶିଥିବା ଦେଖିବାକୁ ମିଳିଛି । ଟଙ୍କା ଉଠେଇବା ପାଇଁ ଆସିଥିବା ଲୋକ ଭୟରେ ଭିତରକୁ ନ…

ଘୋଷଣା ହେଲା ନିଗମ ବୋର୍ଡ ଅଧ୍ୟକ୍ଷ ତାଲିକା , ଆନୁଗତ୍ୟ ଆଉ ପ୍ରତିଶ୍ରୁତିକୁ ଗୁରୁତ୍ୱ

ଭୁବନେଶ୍ୱର: କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତା ମାନଂକୁ ବିଭିନ୍ନ ନିଗମ, ବୋର୍ଡ, ପରିଷଦ , କମିଶନ ଆଦିରେ ବିଭିନ୍ନ ପଦ ପଦପଦବିରେ ଥାଇଥାନକୁ  ମଞ୍ଜୁରୀ ଦେଇଛନ୍ତି। ପ୍ରକାଶିତ ତାଲିକାରେ କିଛି ହାରିଥିବା ନେତା ବା ଟିକେଟରୁ ବଂଚିତ…

କୁଆଡେ ଗଲା ମହାପ୍ରୟାଣ ସ୍କିମ !!!!

ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ  ଗାଡି ଦେଲେନି ବୋଲି ବାଇକରେ ନେଉଥିଲେ ଶବ  ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ଘଟିଛି | ମେଡିକାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ପରେ…

ପଣ ଭାବେ ଦେଇପାରିଲେନି ଗୋରୁ ଗାଈ , ଛେଳି , ମେଣ୍ଢା , ବସ୍ତ୍ର ଓ ହାଣ୍ଡିଆ

ଶବଦାହ ଶୁଦ୍ଧିକ୍ରିୟା ପାଇଁ ପରମ୍ପରା ସାଜିଲା ବାଧକ ବାରିପଦା (ଦିଲ୍ଲୀପ ମହାନ୍ତି )-  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବାସକରୁଥିବା ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରେ ଭରିରହିଛି ଅନେକ ପରମ୍ପରା । ଏହି ପରମ୍ପରାରେ ଜଡିତ ରହି ଯାଇଛି କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର । କିନ୍ତୁ…

ଗାଇସିଲେଟ ଠାରେ ବ୍ଲକ ସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।  ଗାଇସିଲେଟ ଷ୍ଟାଡିୟମ ଠାରେ ୟୁଥ କ୍ଲବର ଉପସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ…

ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ରାନ୍ତି ଦିବସ ପାଳିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ କ୍ରାନ୍ତି ସପ୍ତାହ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ  ମହାବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି ।      ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା…

ଅଖଣ୍ଡ ଭାରତ ବର୍ଷ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରଥ ସାମନାରେ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମିଳିତ ଆନୁକୂଲ୍ୟରେ ଅଖଣ୍ଡ ଭାରତ ବର୍ଷ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ଏହି…

ସେବାୟତମାନଙ୍କ ୧୧ ଦଫା ଦାବି ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ- ମନ୍ତ୍ରୀ ପ୍ରତାପ ଜେନା

ବାରିପଦା(Dillip Mohanty)- ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଗଷ୍ଟ ୧୫ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରିଜର୍ଭ ପୁଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି…

ଜିଲ୍ଲା ପୋଲିସ ପ୍ରଶାସନର ” ଉଡାନ” ପ୍ରଶିକ୍ଷଣ କାର୍ଯ୍ୟକର୍ମକୁ ପ୍ରଶଂସା କଲେ ମନ୍ତ୍ରୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ପରିକଳ୍ପନା କରି ଗତ ୧୫ ଦିନ ଧରି ଚାଲିଥିବା "ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦେଖି ମାନ୍ୟବର ମନ୍ତ୍ରୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା , କ୍ରୀଡ଼ା ଓ ଯୁବା ବ୍ୟାପାର  ମନ୍ତ୍ରୀ ତୁଷାର…