ସାମ୍ବାଦିକମାନଙ୍କ ପାଇଁ କୌଣସି ଆଖିଦୃଶିଆ ଯୋଜନା ପ୍ରଣୟନ ନହେବା ବିଡମ୍ବନାର ବିଷୟ : ଦିଲ୍ଲୀପ ଶତପଥୀ
ପ୍ରେସ ୟୁନିୟନ ରାୟଗଡାର ତୃତୀୟ ବାର୍ଷିକ ଉତ୍ସବ
ରାୟଗଡା (ସରୋଜ କୁମାର ସାହୁ) – ପ୍ରେସ ୟୁନିୟନ ରାୟଗଡାର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ତେଜସ୍ୱୀ ଇଂଟନ୍ୟାସନାଲ ହୋଟେଲ ଠାରେ ଆଡମ୍ବର ସହକାରେ ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡେଙ୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।…