ରାଜ୍ୟରେ ୧୨ଲକ୍ଷ ପରିବାରଙ୍କୁ ଜାଣିସୁଣି ଭୋଟର ତାଲିକାରୁ ବାଦ ଦିଆଯାଇଛି : କଂଗ୍ରେସ
ଭୁବନେଶ୍ୱର – ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାର ୧୨ ଲକ୍ଷ ପରିବାରର…