ମହାମାୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକନିକାଲ ଇନଷ୍ଟିଚ୍ୟୁଟର ୧୧ ତମ ବାର୍ଷିକ ଉତ୍ସବ  ଆରୋହଣ

ନୂଆପଡା. (ଅମିତ କୁମାର ପୁରୋହିତ) : ସ୍ଥାନୀୟ ମହାମାୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକନିକାଲ ଇନଷ୍ଟିଚ୍ୟୁଟର ୧୧ ତମ ବାର୍ଷିକ ଉତ୍ସବ ଆରୋହଣ - ୨୦୧୯ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଟଙ୍କଧର ସାହୁ ସଭାପତିତ୍ୱ କରିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ…

ନୂଆପଡାରେ ଦାଦନ ଦୁଃଖ :ଆନ୍ଧ୍ରରେ ପୁଣି ୪୦ ଶ୍ରମିକ ବନ୍ଧକ

ନୂଆପଡା (ଅମିତ କୁମାର ପୁରୋହିତ) ; କାମ ଧନ୍ଦା ଅଭାବରୁ ଦଲାଲ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଦାଦନ ଖଟିବା କୁ ଯାଇ ନିର୍ଯ୍ୟାତନା ର ଶିକାର ହେଉଛନ୍ତି । ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିରେ ଜିଲ୍ଲାର ଆଉ ୪୦ ଜଣ ଦାଦନ ବନ୍ଧା ପଡିଥିବା ଜଣା ପଡିଛି । ଇଟା ଭାଟି ମାଲିକ…

ପୁଣି ଆଜି ଅଙ୍କ ପ୍ରଶ୍ନପତ୍ର ଲିକ

 ବଲାଙ୍ଗୀର/ ନିରୋଜ ମିଶ୍ର :  ପୁଣି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି। ଆଜି ଗଣିତ ପରୀକ୍ଷା ଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ଏହାର ‘ସେଟ୍‌-ଡି’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲିଥିଲା ଏହି ପ୍ରଶ୍ନ।…

ବଡ଼ବିଲ ମହାବିଦ୍ୟାଳୟରେ ୨୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ  ଛାତ୍ରୀନିବାସ ଉଦଘାଟିତ

ବଡ଼ବିଲ (ଚିତ୍ତରଞ୍ଜନ କର) : ବଡ଼ବିଲ ମହାବିଦ୍ୟାଳୟ ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଉଦଘାଟନ କରିଛନ୍ତି କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀ। ଆଜି ପୂର୍ବାହ୍ନରେ ଶତାଧିକ ଛାତ୍ର ଛାତ୍ରୀ, ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ…

ନୟାଗଡରେ ବିଜୁ ଯୁବ ଜନତା କର୍ମୀ ସମାବେଶ  

ନୟାଗଡ (ବିଶ୍ୱଜିତ ନାୟକ ) - ନୟାଗଡ ଜିଲ୍ଲାର ସମସ୍ତ ୨୯ଟି ପଂଚାୟତ ଓ ମ୍ୟୁନିସିପାଲିଟି ର ବିଜୁ ଯୁବ କର୍ମୀଙ୍କୁ ନେଇ ନୟାଗଡ ଉପକଣ୍ଠ ମୁକ୍ତାପୁର ଶାଳଭଞ୍ଜ ତୋଟାଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି I ଏହି ସମାବେଶ ରେ ଆକଳନ ଠାରୁ ଅନେକ ପ୍ରାୟ ୧୦୦୦୦ ବିଜୁ ଯୁବ କର୍ମୀ ଯୋଗ…

ପୁଇଁତଳା : ଲୋକ ଗୁହାରି କରିବେ ତ କରିବେ କାହାକୁ !!!

ପୁଇଁତଳାରୁ ସନ୍ତୋଷ କୁମାର ଠାକୁର :  ବଲାଙ୍ଗୀର  ଜିଲ୍ଲା ପୁଇଁନ୍ତଲା ବ୍ଲକର ଗ୍ରାମବାସୀ ବିଭିନ୍ନ କାମ ପାଇଁ ବ୍ଲକ ଉପରେ ନିର୍ଭର କରିଥାନ୍ତି | 9009କିନ୍ତୁ ବ୍ଲକ କୁ ବ୍ଲକ ଚେଆରମେନ ଆସୁନଥିବା ଅଭିଯୋଗ କରିଛନ୍ତି ଲୋକେ | ଲୋକମାନଙ୍କ କହିବା ଅନୁସାରେ ବ୍ଲକରେ ଜଣେ ମହିଲା ଚେଆରମେନ…

ସିନାପାଲିଠାରୁ ବିଜେଡି କାଳିଆ ରଥ ଶୁଭାରମ୍ଭ 

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକରୁ ସମସ୍ତ ଗାଁ କୁ କାଳିଆ ରଥ ଶୁଭାରମ୍ଭ ହେଇଯାଇଛି ! ଭାରୁଆମୁଣ୍ଡା ଓ ଗୋବିନ୍ଦପୁର ଗ୍ରାମ ପଂଚାୟତଠାରେ କାଳିଆ ରଥକୁ ବିଜୁବାହିନୀ ଓ ବିଭିନ୍ନ ଚାଷୀ ଗ୍ରାମବାସୀମାନେ କାଳିଆ ରଥକୁ ସ୍ୱାଗତ କରିଥିଲେ ଏବଂ ମୁଖ୍ୟଅତିଥି ଯୋଗଦାନ…

ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଶାସନ: ପାଠପଢ଼ା ବାଟବଣା, ଦିଗହରା ମଧ୍ୟାହ୍ନ ଭୋଜନ 

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝାରବନ୍ଧ। ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହେମନ୍ତ ମାଝି  ମନମୁଖୀ ଶାସନ ଚଳାଇଥିବା ଅଭିଯୋଗ ହେଉଛି । ସ୍ଲୁଲ ଉପସ୍ଥାନ ନିୟମ ଅନୁସାରେ ସମୟ ଏଗାରଟାରେ କରିବା କଥା | ହେଲେ ତାହା…

ନୟାଗଡ ଅବକାରୀ ବିଭାଗର ଚଢାଉ,  ୩ ଗିରଫ

୧ଶହ ଲିଟର ଦେଶୀମଦ ଜବତ, ୧୨ଶହ ଲିଟର ପୋଚ କରାଗଲା ନଷ୍ଟ ଓଡଗାଁ(ଶ୍ରୀକାନ୍ତ ମିଶ୍ର):  ନୂଆଗାଁ ବ୍ଲକ ଏବଂ ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଂଚଳର ବିଭିନ୍ନ ସ୍ଥାନରେ ନୟାଗଡ ଅବକାରୀ ବିଭାଗ ଚଢାଉ କରି ୧ଶହ ଲିଟର ଦେଶୀମଦ ସହିତ ୧୮ଟି ରସ ହାଣ୍ଡି, ୪ଟି ପ୍ଲାଟିକ୍ ଜାର୍କିନ ଜବତ କରିବା ସହିତ…

ଅକାଳରେ ଚାଲିଗଲେ ସମାଜସେବୀ ଆନନ୍ଦ 

ମେଲଛାମୁଣ୍ଡା,(ମନୋଜ କୁମାର ଭୋଇ)  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ମାଟିଆମହୁଲ ଗ୍ରାମର ଆନନ୍ଦ ବାରିକ ନାମକ ଜଣେ ସମାଜସେବୀଙ୍କ ଗୁରବାର ସକାଳେ ଅକାଳ ବିୟୋଗ ଘଟି ଯାଇଛି । ତାଙ୍କ ବିୟୋଗ ସମୟରେ ୪୫ବର୍ଷ ହେଉଥିଲା । ସେ ଗତ କିଛି ଦିନ ହେବ ଜଣ୍ଡିସ ରୋଗରେ ଆକ୍ରନ୍ତ ଥିଲେ । ବୁର୍ଲା,…