ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିଜୟ  ସଂକଳ୍ପ ଶୋଭାଯାତ୍ରା |

ନୂଆପଡା ସିନାପାଲିରୁ ନିରାକାର ମେହେର: ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୈତିକ ଦଳ ଗୁଡିକୁ ପକ୍ଷରୁ ତତ୍ପରତା ପ୍ରକାଶ ପାଉଥିବା ଦେଖାଯାଇଛି | ବିଜେଡି ସମତେ ଅନ୍ୟାନ୍ୟ ଦଳ ଗୁଡିକୁ ବିଭିନ୍ନ ସଭାସମିତି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡି ଥିବା ବେଳେ ଆଜି…

ବାଲିଆପାଳରେ ଅନ୍ୟଦଳରୁ ବହୁ କର୍ମୀଙ୍କ ବିଜେଡିର ଯୋଗଦାନ

ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗାଁର ଅନ୍ୟ ଦଳରୁ ବହୁ ପୁରୁଖା ଓ ଯୁବ କର୍ମୀ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ…

ବିଜେପିର ବିଜୟ ସଂକଳ୍ପ ଯାତ୍ରା

ବାଲେଶ୍ୱର(ଉଜ୍ଜ୍ୱଳ କର ): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ବିଜୟ ସଂକଳ୍ପ ବାଇକ୍ ର୍ୟାଲିର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ହଜାର ହଜାର ବିଜେପି କର୍ମୀଙ୍କୁ ନେଇ…

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା

ପଦ୍ମପୁର/ଶାସକପ୍ରଶାସକ-ସାରା ଭାରତ ବର୍ଷରେ ବିଜେପି ଦଳ ଦ୍ୱାରା ଯୋଉଁ  ବିଜୟ ସଂକଳ୍ପ ଯାତ୍ରା ଆୟୋଜନ ହୋଇଥିଲା  । ସେହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜୟ ସଂକଳ୍ପ ଯାତ୍ରା ଏକ ବାଇକ ରାଲି ପଣ୍ଡରିପାଣି ସାତବହନୀ ପୀଠରୁ ଆରମ୍ଭ…

ଜିଲ୍ଲା ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରା

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ନୂତନ ଭାରତ ବର୍ଷରେ ଗଢିତୋଳିବାରେ ସ୍ୱପ୍ନର ସାକାର ପାଇଁ ବିଜୟ ସଂକଳ୍ପ ଶୋଭାଯାତ୍ରା ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି ,…

ପୁଲଵାମା ହମଲାରେ ଶହୀଦ ବୀର ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲା ଏ.ବି.ଭି.ପି 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କାଶ୍ମୀର ପୁଲଵାମା ଠାରେ ନିକଟରେ ହୋଇଥିବା ଆତଙ୍କବାଦୀ ହମଲାରେ ଶହୀଦ ହୋଇଥିବା ବୀର ଜବାନ ମାନଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଅଖିଳଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ରାଷ୍ଟ୍ରୀୟ ସ୍ୱୟଂ…

ପ୍ରାକ୍ତନ ବିଧାୟକ ବିରେନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଭଦ୍ରକର ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ପୌରାଧ୍ୟକ୍ଷ ଜନନେତା ବିରେନ ପଲେଇଙ୍କୁ ତାଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସକାଳ ୭ଟାରେ ୰ ପଲେଇଙ୍କ ସମାଧି ପୀଠରେ ବହୁ ବରିଷ୍ଠ କଂଗ୍ରେସ ନେତା ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ…

   ଓଡଗାଁରେ ବିଜେପିର ବିଜୟ ଦିବସ ପାଳିତ

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ପୁଲୁବାମା ଆକ୍ରମଣରେ ସହିଦ ମାନଙ୍କ ପ୍ରତିଶୋଧ ନେବା ସହିତ ସେନାଙ୍କ ମନୋବଳକୁ ଦୃଢ କରିବା ପାଇଁ ଭାରତୀୟ ବୀର ଜବାନ ମାନେ ପାକିସ୍ଥାନ ଆତଙ୍କବାଦୀ  ଶିବିର ଧ୍ୱଂଶ କରିବା ସହିତ ୩ଶହରୁ ଉର୍ଧ୍ଵ ଆତଙ୍କବାଦିଙ୍କୁ ବିନାଶକରି ସଗୌରବେ  ଭାରତ ଫେରି ଆସିଥିଲେ । …

କ୍ରିଷନଙ୍କୁ ପୂର୍ତ୍ତ, ବିଷ୍ଣୁଙ୍କୁ ବାଣିଜ୍ୟ କର :  ବଳବନ୍ତ ସିଂଙ୍କୁ ଅତିରିକ୍ତ ଭାବେ ବିଡିଏ ଭିସି ଦାୟିତ୍ୱ 

ଭୁବନେଶ୍ୱର(Girija Dash): ବିବାଦୀୟ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ରାଜନୀତିରେ ଯୋଗ ଦେବା ପାଇଁ ଅବସର ନେବା ପରେ ତାଙ୍କ ସ୍ଥାନରେ ନ ନିଯୁକ୍ତ ହୋଇଥିବା ଇଂ ରସାନନ୍ଦ ସାହୁ ଗତକାଲି ହିଁ ସ୍ବେଛାକୃତ ଅବସର ନେଇଛନ୍ତି | ଆଜି ତାଙ୍କ ସ୍ଥାନରେ ତୃତୀୟ ମହଲର ଚାହେତା ଆଇଏସ ଅଫିସର କ୍ରିଷନ…

ଓଡଗାଁ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଦିର୍ଘ ୬ମାସରୁ ଉର୍ଦ୍ଧ୍ୱ କାଳ ଧରି କାମଚଳା ବିଡ଼ିଓରେ ଚାଲିଥିବା ଓଡ଼ଗାଁ ବ୍ଲକରେ ଶେଷରେ ନୂଆ ବିଡିଓ ଯୋଗ ଦେଇଛନ୍ତି | ସ୍ୱାତୀଲେଖା ଦାସ ଶୁକ୍ରବାର ସନ୍ଧ୍ୟାରେ ଓଡଗାଁ ବିଡିଓ ଭାବେ ଯୋଗଦେବା ସହ ବିଧିବଦ୍ଧ ଭାବେ  ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୁର୍ବରୁ…