ଜାଗରରେ ଅଘଟଣ : ଦୀପରୁ ଲେହେଙ୍ଗାରେ ନିଆଁ, ଆଉ ……..

ବାରିପଦା(ଅରବିନ୍ଦ ଦାସ )-: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଦେବଶୋଳ ମନ୍ଦିରରେ ପବିତ୍ର ଶିବରାତ୍ରିରେ ଜାଗର ଦୀପର ନିଆଁରେ ଅଘଟଣ । ମନ୍ଦିରରେ ଜଳୁଥିବା ଅଖଣ୍ଡ ଦ୍ୱୀପରୁ ମହିଳା ଭକ୍ତଙ୍କ ଅସାବଧାନତା କାରଣରୁ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା ।  ଫଳରେ ମହିଳା ଜଣଙ୍କ ଶରୀରର ୪୦…

ନିର୍ବାଚନକୁ ପ୍ରଭାବିତ କରିପାରନ୍ତି  ଫରେଷ୍ଟ ରେଞ୍ଜର

ବଲାଙ୍ଗିର - ଆସନ୍ତ ଏପ୍ରିଲରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହାକୁ ନିରପେକ୍ଷ ଓ ଅବାଧ ଭାବରେ ପରିଚାଳିତ କରିବାକୁ ନିର୍ବାଚନ କମିଶନ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ବିଭାଗରେ ୩ ବର୍ଷରୁ ଅଧିକ  ରହିଥିବା ଅଧିକାରୀ ମାନଙ୍କୁ ଜିଲ୍ଲାରୁ ବଦଳି କରୁଛନ୍ତି । ବଲାଙ୍ଗିର…

ମାଫିଆଙ୍କ ଦାଦାଗିରି : ବନବିଭାଗ କର୍ମଚାରୀକୁ ନିସ୍ତୁକ ମାଡ, ଗାଡି ଉପରେ ଆକ୍ରମଣ 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନବିଭାଗ ପାଟ୍ରୋଲିଂ ଗାଡି ଉପରେ ଆକ୍ରମଣ ଯୋଗୁଁ ଫରେଷ୍ଟର ଜୋତିରଞ୍ଜନ ମାନସିଂ ଓ ଗାଡି ଡ୍ରାଇଭର ବିଜୟ ରଞ୍ଜନ ମିଶ୍ର ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ସହକର୍ମୀ ମାନେ ଆଂଶିକ  ଆହତ ହୋଇଥିଲେ । ଓଆର ୨୫ ସି ୬୪୯୪ ପାଟ୍ରୋଲିଂ ବୋଲେର ଗାଡିକୁ ହାଣି…

ଓଡଗାଁରେ ଜାଗରଯାତ୍ରା ପାଳିତ : ପ୍ରଭୁ ଦୂତିକେଶ୍ୱର ମହାଦେବ, ରାମେଶ୍ୱର ଓ ଶ୍ରୀରଘୁନାଥଙ୍କ ପୀଠରେ ଜାଗର ଜାଳିଲେ…

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର : ପବିତ୍ର ଜାଗର ଯାତ୍ରା ଅବସରରେ ସୋମବାରଦିନ ସ୍ଥାନୀୟ ଶୈବପୀଠ ମାନଙ୍କରେ ଜାକଯମକରେ ଜାଗର ଯାତ୍ରା ପାଳିତ ହୋଇଯାଇଛି । ଜାମୁପାଟଣା ନିକଟସ୍ଥ  ଶୁଳିଆ ପାଦଦେଶରେ ବିରାଜିତ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠ, ଓଡଗ୍ରାମରେ ରାମ ସାଗର ପୋଖରୀ କୂଳରେ ବିରାଜିତ ପ୍ରଭୁ…

ହର ହର ମୋଦି, ଘର ଘର ମୋଦି”କୁ କାଉଣ୍ଟର କରିବ ” ସବୁ ଘରେ ଶଙ୍ଖ, ସବୁରି ହୃଦୟରେ ନବୀନ” !!!!

ଭୁବନେଶ୍ୱର : ଏବେ ଚାଲିଛି ସ୍ଲୋଗାନର ଜମାନା | ଭୋଟର ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବା ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ସ୍ଲୋଗାନ ପ୍ରସ୍ତୁତ କରାଯାଉଛି | ୨୦୧୪ ନିର୍ବାଚନ ପୂର୍ବରୁ ଏଜ କ୍ୟାଚି ସ୍ଲୋଗାନ କରିଥିଲା ବିଜେପି, ଯାହାକି ଭଲ ପ୍ରଭାବ ପକାଇଥିଲା | ସେଇଟା ଥିଲା "ହର ହର ମୋଦି,…

ଦକ୍ଷିଣ ନୂଆପାଲି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମେଲଛାମୁଣ୍ଡା,(ମନୋଜ ଭୋଇ) :  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଲସାପାଲି ଗ୍ରା.ପ ଅଧିନସ୍ତ ଦକ୍ଷିଣ ନୂଆପାଲି ଗ୍ରାମରେ ଗତ ତିନି ଦିନ ବ୍ୟାପି ଚାଲିଥିବା ନୂତନ ଶିବ ମନ୍ଦିର ପ୍ରତିଷ୍ଠାଉତ୍ସବ ସୋମବାର ଦିନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ନୂତନ ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରିବା ସହ…

 କାହାପାଇଁ ଇସ୍ତାହାର ପ୍ରତିଶ୍ରୁତି ପୁସ୍ତିକା ହୋଇପାରେ, ବିଜେଡି ପାଇଁ ପ୍ରତିଶ୍ରୁତି ହେଉଛି ପ୍ରତିବଦ୍ଧତା : ଡ଼ ଅରୁଣ

ଭୁବନେଶ୍ୱର(ମାନସୀ ମିଶ୍ର): ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଲୋକମାନଙ୍କର ସେବା କରିଆସୁଛି । ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡ଼ିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ…

 ପ୍ରଧାନମନ୍ତ୍ରୀଙ୍କ  ଦ୍ଵାରା ସେଲ ଜଗଦିଶପୁର ଷ୍ଟିଲ ପ୍ରୋସେସିଂ ୟୁନିଟ ଲୋକାର୍ପିତ

ରାଉରକେଲା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩ ତାରିଖରେ ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ସ୍ଥିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ଜଗଦୀଶପୁର ଷ୍ଟିଲ ପ୍ରୋସେସିଂ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। କୌହାର ଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ…

ତିର୍ତ୍ତୋଲ ବିଜେପିର ସଙ୍କଳ୍ପ ସମାବେଶରେ ହଟ୍ଟଗୋଳ

ପଦାରେ ପଡ଼ିଲା ଅନ୍ତର୍ଦ୍ବନ୍ଦ୍ବ ,ପୁରୁଖା ନେତା ଓ କର୍ମୀଙ୍କୁ ଅଣଦେଖା ତିର୍ତ୍ତୋଲ/ପାରାଦ୍ବୀପ(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଳକ ବିଜେପିର ସଙ୍କଳ୍ପ ସମାବେଶ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇ ଓ ହରିହର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି…

ପଦ୍ମ ପୋଖରୀରେ ବୁଡ଼ ମାରିଲେ ଜୟ

ବୈଜୟନ୍ତ କହିଲେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ  ବିଫଳ ନୂଆଦିଲ୍ଲୀ :  କେତେବେଳେ କଂଗ୍ରେସ, କେତେବେଲେ ବିଜେପି, କେତେବେଳେ ନୂଆ ଦଳ , ଏମିତି କିଛି ମାସ ଓଡିଶା ରାଜନୀତିକୁ ଗାଇଲା କରି ରଖିଥିଲେ | ସବୁଆଡୁ ହିସାବ କିତାବ କଲେ, ଦେଖିଲେ କଂଗ୍ରେସକୁ ଯାଇ କିଛି ଲାଭ ନାହିଁ, ରାଜ୍ୟ ସରକାର…