ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର)  - ଜିଲ୍ଲା ସ୍ତରୀୟ ମହିଳା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା , ସାଧାରଣ ସଭା ଓ ପୁରସ୍କାର ବିତରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ " ସେହେଡା'ର…

ରାଜ୍ୟବାସୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବାକୁ ସରକାର ସଂକଳ୍ପବଦ୍ଧ : ସ୍ୱାସ୍ଥ୍ୟମନ୍ତ୍ରୀ

କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ : କାର୍ଯ୍ୟକ୍ଷମ ହେଲା ଚକ୍ଷୁ ବିଭାଗର ନୂତନ ଓଟି ଭୁବନେଶ୍ୱର:  କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ  ଜେନା ଆଜି କ୍ୟାପିଟାଲରେ ଏହି ନୂତନ ବିଭାଗର…

ଧର୍ମେନ୍ଦ୍ରଙ୍କ ଚିଠି ପାଉ ପାଉ ରେଳ ମନ୍ତ୍ରଣାଳୟ ରାଜି, ଉତ୍କଳ ଦିବସରୁ ଓଡ଼ିଆରେ ଟ୍ରେନ ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର – ଓଡିଶାରେ ରେଳ  ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା…

ମହିଳାଙ୍କୁ ରୋଜଗାର ମୋଦି ସରକାରର ପ୍ରାଥମିକତା – ଧର୍ମେନ୍ଦ୍ର

ସ୍କିଲ୍ ଇଣ୍ଡିଆ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ନୂଆଦିଲ୍ଲୀ/ଭୁବନେଶ୍ୱର - ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଓ ମହିଳା ଏବଂ…

ଜୋହରୀ ଚିହ୍ନିଲେ ହୀରା -ଧର୍ମେନ୍ଦ୍ରଙ୍କୁ ବି ବଳାଇଗଲେ ବୈଜୟନ୍ତ !!!

Bhubabeswar : ଯୋଗ ଦେବାର ମାତ୍ର ୪ ଦିନ ହେଲା, ହେଲେ ପୁରା ପୁରସ୍କାର ଦମଦାର | ଆଗରୁ ବିଜେପିରେ ଏମିତି ଅନେକ ଟାଣୁଆ ନେତା ଯୋଗ ଦେଇଛନ୍ତି | ହେଲେ ଏମିତି ଥଇଥାନ କରିବାରେ ବୋଧ ହୁଏ ଓଡିଶା ନେତାଙ୍କ କ୍ଷେତ୍ରରେ ବୋଧହୁଏ ପ୍ରଥମ | ଆମେ ଆଉ କାହା କଥା କହୁନୁ, ବିଜେଡିରୁ ବିଦା ହେବାପରେ…

ବଣାଇ ଉପଖଣ୍ଡରେ ପ୍ରାଣୀଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ, ସିଡିଭିଓଙ୍କୁ ଭିଏଚପିର ସ୍ମାରକପତ୍ର

ବଣାଇରୁ ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ପଶୁ ସମ୍ପଦ ସୁରକ୍ଷା ବିଭାଗ ପଖ୍ୟରୁ ପ୍ରତ୍ୟେକ ବ୍ଳକରେ ରହିଛି ପ୍ରାଣୀ ଚିକିତ୍ସାଳୟ ଓ ପ୍ରତ୍ୟେକ ବ୍ଳକରେ ଚାଲିଛି ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା।ହେଲେ ପ୍ରାଣୀ ଚିକିତ୍ସା ବିଭାଗରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀଙ୍କ…

ଶିକ୍ଷକଙ୍କ ଦ୍ଵାରା ଜଣେ ପରୀକ୍ଷାର୍ଥୀଙ୍କୁ ମାଡ଼ !

ନୂଆପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା : ନୂଆପଡା/ପ୍ରିୟବ୍ରତ ପଣ୍ଡା ,କରଙ୍ଗାମାଲ ମାଟ୍ରିକ ପରୀକ୍ଷାରେ ଚର୍ଚ୍ଚିତ କେନ୍ଦ୍ର ହୋଇଥିଲା ପ୍ରଶ୍ନପତ୍ର ପ୍ରଘଟ କୁ ନେଇ | ହେଲେ ଆଜି ଅନ୍ତିମ ପରୀକ୍ଷା ବେଳେ ଉତ୍ତେଜନା ପ୍ରକାଶ ପାଇଛି ଜଣେ ଶିକ୍ଷକଙ୍କ ଦ୍ଵାରା ଜଣେ…

ପାଣି କାଢୁଥିଲେ, ଗୋଡ ଖସିଗଲା : କୂଅରେ ବୁଡି ଯୁବକ ମୃତ 

ପାଇକମାଲ :- ଆଜି ପାଇକମାଲ ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ଏକ ଭାବନିୟ ଘଟଣା ଘଟି ଯାଇଛି । ସେହି ଗ୍ରାମର ଲୋକେଶ ସାହୁ(23) ପିତା ସ୍ବର୍ଗତ କେଶବ ସାହୁ ନାମକ ଜଣେ ଯୁବକ ନିଜ କୂଅ ରୁ ପାଣି କାଢୁଥିବା ସମୟରେ କୂଅ ଭିତରକୁ ଖସି ପଡ଼ିଥିଲେ । ଘରଲୋକେ ଲୋକେଶକୁ କୂଅରୁ ମୁମୂର୍ଷୁ…

ବାଇକ ସାଇକେଲ ଧକା : ୨ ଗୁରୁତର 

ସିନପାଲ୍ଲୀ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁସୁମଜୋର ଗ୍ରାମ ନିକଟରେ ବାଇକ ଓ ସାଇକଲ ମୁହାଁ ମୁଁହି ହେବା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି,! ଆହତ ଦ୍ୱୟ ହେଲେ ଛତିଶଗଡ ଗାରିଆବନ୍ଧ ଜିଲ୍ଲା ଦେଭୋଗ ଥାନା ଚିଚିଆ ଗାଁ ରାଜକୁମାର ଅଟି ଓ କୁସୁମଜୋର ଗାଁ ର ଗହଁଟିଆ  ରାଉତ !ସନ୍ଧ୍ୟା ରେ…

ସୋହେଲାରେ ଆର୍ନ୍ତଜାତୀୟ ମହିଳା ଦିବସ 

ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ସାଂସ୍କୃତିକ ଭବନଠାରେ ଆଜି ତାଲୁକ ଆଇନ ସେବା ସମିତି ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ଶାନ୍ତା ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ ।…