ଓଡ଼ିଶା ରାଜ୍ୟ ଭୁତପୂର୍ବ ସୈନିକ ସଂଘର ସାଧାରଣ ବାର୍ଷିକ ଅଧିବେଶନ : ସଂଶୋଧିତ ସମ୍ବିଧାନ ଅନୁମୋଦିତ
ଇସିଏଚ୍ଏସ୍ ସମନ୍ୱୟ କମଟି ଗଠନ, ଜିଲାୱାରୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘର ସାଧାରଣ ବାର୍ଷିକ ଅଧିବେଶନ ରବିବାର ଭୁବନେଶ୍ୱରସ୍ଥିତ ୧୨୦ ଇନଫାଣ୍ଟ୍ରି ବଟାଲିଆନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବ୍ରିଗେଡିୟର…