ବାଟ ହୁଡ଼ିଥାଆନ୍ତେ କାଳେ,କୋଳେଇ ନେଲା ପ୍ରଶାସନ : ବେସାହାରା ଦୁଇ ଭାଇ ପାଇଲେ ସାହାରା

ଦୁଇ ନାବାଳକ ଭାଇକୁ ଥଇଥାନ କଲେ ଶିଶୁ ସୁରକ୍ଷା ବିଭାଗ ନୂଆପଡ଼ା,(ଅମିତ ପୁରୋହିତ): ବାପା ଫସଲହାନି ପାଇଁ ଆତ୍ମହତ୍ୟା କରିଥିଲେ | ମା ଝାଡା ବାନ୍ତିରେ ଚାଲିଗଲେ `| ପୁଣି ମାଙ୍କ ଦଶାହ ଝାଡ଼ାବାନ୍ତି ନେଇଗଲା |ଯାହାବି ହେଉ ଦ୍ଵିତୀୟ ଭାଇର ଦେଖାରେଖାରେ ଦୁଃଖେ କଷ୍ଟେ ବିଟି ଯାଉଥିଲା ଜୀବନ |…

କାଥଲିକ ଚର୍ଚ୍ଚ ରେ ମଦର ମେରୀଙ୍କ ଜନ୍ମ ଦିବସ ପର୍ବ ପାଳନ

ରାଇକିଆ/ ଗଗନ ପ୍ରଧାନ  :ସ୍ଥାନୀୟ କାଥୋଲିକ ଦେବାଳୟରେ ରବିବାର ମଦର ମେରୀଙ୍କ ଜନ୍ମ ଦିବସ ମହାଆନନ୍ଦରେ ପାଳିତ ହୋଇଯାଇଛି ।ଏନେଇ ଏକ ଦିବ୍ଯଯଞ ଅନୁଷ୍ଠିତ ହୋଇଯାଇଛି ।ଏହି ଦିବ୍ଯଯଞରେ ରାଇକିଆ ପ୍ୟାରିସର ମୂଖ୍ଯ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ, ସହ ଯାଜକ ରଶ୍ମି କାନ୍ତ ନାୟକ, ଯାଜକ ଭଞ୍ଜ…

ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଏଏସ୍ଆଇ

ଧର୍ମଗଡ଼ ରୁ ସୁଶାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଏଏସ୍ଆଇ ରାଜକପୁର ବେହେରା ରବିବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ମୁତାବକ ତୁଡ଼ୁକେଲା ଗ୍ରାମର ତ୍ରିନାଥ ନାଏକଙ୍କ ଏକ କେସକୁ ଶ୍ରୀ ବେହେରା ନିଜ ହାତକୁ ନେଇଥିବା ବେଳେ ତ୍ରିନାଥଙ୍କ…

  ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

 ଗୁଣୁପୁର/  ସିଦ୍ଧାର୍ଥ ଦାସ : ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଦାୟିତ୍ଵ ରେ ଥିବା ପି.ଇ.ଓ ପତିତ ବିଷୋୟୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା…

ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କୁ ଶ୍ରଦ୍ଧାଞ୍ଜଳି

 ଗୁଣୁପୁର/  ସିଦ୍ଧାର୍ଥ ଦାସ: ଗୁଣପୁର ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ଗୁଣପୁର ପୁରଣା ବସ ଷ୍ଟାଣ୍ଡ ଠାରେ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କ ତୃତୀୟ  ବର୍ଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅନୁଷ୍ଠିତ ହୋଇଯାଇଛି ।  ଆଜି ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସମାରୋହ ରେ ଇପିଲି ମାଣୀକାଣ୍ଠା…

ମଦଭାଟି ପହେଲମାନକୁ ହତ୍ୟା କଲା ଦୁର୍ବୃତ୍ତ 

 ବରଗଡ : ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ବିରିପାଲିରେ ଦେଶୀ ମଦଭାଟିର ପେହେଲମାନ କର୍ମଚାରୀ (ସୁରକ୍ଷା ପାଇଁ ଥିବା କର୍ମଚାରେ ) କୁ  ଧାରୁଆ ଅସ୍ତ୍ର ଭୂସୀ ହତ୍ୟା କଲା ଦୃବୃତ୍ତ । ମୃତକ ଜଣକ ହେଲେ ଝାରଖଣ୍ଡ ଲହରଡେଗା ଗ୍ରାମର ପ୍ରମୋଦ ପ୍ରସାଦ ସାହୁ (୩୫) । ଛାତିରେ ତିନି ଚାରି ଥର ଛୁରୀରେ…

ବବିଙ୍କ ତାଗିଦ ବାଣୀ :  ନୋ ଗ୍ରୁପିଜିମ ପ୍ଲିଜ 

"ଜିନ୍ଦାବାଦ ପକାଇ ଆଖପାଖରେ ଘୁରିଲେ ପାଖ ଲୋକ ହେବା ଅସମ୍ଭବ ଦଳରେ କର୍ମୀ ବଡ, ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯିବ   ଶକ୍ତି ଆପଣଙ୍କର, ସାଧନ ମୋର"  ଦଳରେ ଗୋଷ୍ଠୀ ବିବାଦକୁ ଉସୁକାଉଥିବା ନେତାଙ୍କ ସ୍ଥାନ ନାହିଁ- ଡ଼ ଅରୁଣ  ଦଳ ନିମନ୍ତେ ସମର୍ପିତ ସଂଘର୍ଷ ଜୁଇ ଜଳିବା ପର୍ଯ୍ୟନ୍ତ ଚାଲୁ…

ପୀଠପୂଜା ଉତ୍ସବ ଅବସରରେ ବୃକ୍ଷରୋପଣ କଲେ ଗ୍ରାମବାସୀ

 ଆଠମଲ୍ଲିକ/ ସନ୍ତୋଷ ମେହେର: ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ଆଜି ଗ୍ରାମବାସୀଙ୍କ ଦ୍ୱାରା ପୀଠ ପୂଜା କାର୍ଯ୍ୟକ୍ରମ ମାଁ ପିତାବଳି ପୀଠରେ ଅନୁଷ୍ଠିତ ହୋଇଯାଇଛି | ପାରମ୍ପରିକ ନିତିକାନ୍ତି ଅନୁସାରେ ପ୍ରଥମେ ବାବା ସିଦ୍ଧେସ୍ୱର ଶୈବ ପୀଠରେ ପୂଜା କରାଯାଇଥିଲା ଏବଂ…

ହାତୀ ଆକ୍ରମଣ: ମଇଁଷି ଗୁରୁତର ,ଚିନ୍ତାରେ ଚାଷୀ 

(ଆଠମଲ୍ଲିକ/ସନ୍ତୋଷ ମେହେର) : ଧାନ ଅମଳ ନହେଉଣୁ ଧାନ ସୁରକ୍ଷାର ଚିନ୍ତାରେ ଚାଷୀ | ଦିନକୁ ଦିନ ହାତୀର ଉତ୍ପାତ ବଢ଼ିବାକୁ ଚାଲିଛି | ବିଗତ ବର୍ଷରେ ଚାଷର ପ୍ରାରମ୍ଭରୁ ଚାଷୀ ମାନଙ୍କ ଚିନ୍ତା ବଢିବାରେ ଲାଗିଛି | କାରଣ, ସ୍ୱଳ୍ପ ଜଳବୃଷ୍ଟି ତଥା ବିଳମ୍ବରେ ବର୍ଷାର ହେବାରୁ  ଏହି ବର୍ଷ ଅନେକ…

ନୂତନ ପର୍ଯବେକ୍ଷକଙ୍କୁ ସ୍ୱାଗତ ଓ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ।

ନୂଆପଡା/ ଅମିତ ପୁରୋହିତ  :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ ଯେତେ ତତ୍ପର ଦଳକୁ ଆହୁରି  ମଜବୁତ କରିବା ପାଇଁ ମଧ୍ୟ ସେତେ ତତ୍ପର । ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନା କିଭଳି ଭାବରେ ଶେଷ ବ୍ୟକ୍ତି ପର୍ଯନ୍ତ ପହଂଛି ପାରିବ ଏଥିପାଇଁ ବର୍ତମାନ ଦଳୀୟ କର୍ମୀ…