ଦେଶି ମଦ ଜବତ ଜଣେ ଗିରଫ

ଓଡଗାଁ(ଶ୍ରୀକାନ୍ତ ମିଶ୍ର) :  ସ୍ଥାନୀୟ କୁରାଳ ଗ୍ରାମ କଲେଜ ସାହିର ମୋହନ ଖଟେଇ(୫୨) ତାଙ୍କ କ୍ୟାବିନରେ  ଗତକାଲି ସନ୍ଧ୍ୟାରେ ବେଆଇନ ଭାବେ  ଆସ୍କାଫଟି ବିକ୍ରୀ କରୁଥିବା ବେଳେ ଓଡଗାଁ ପୋଲିସ ଅଧିକାରୀ ହରିବନ୍ଧୁ ଜଗଦେବ ଓ ସହକର୍ମୀମାନେ ମିସି ମଦ ଯବତ କରିବା ସହିତ ତାକୁ ଗିରଫ କରିବାରେ ସଫଳ…

ଓଡଗାଁ ଅଂଚଳର ୩ଟି ଲୁଟ୍ ଘଟଣାର ୩ ଲୁଟେରା ଗିରଫ

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ଓଡଗାଁ ଥାନା ଅଂଚଳରେ ନିକଟରେ ଘଟିଥିବା ୩ଟି ଲୁଟ ଘଟଣାରେ ସଂମ୍ପୃକ୍ତ ୩ଲୁଟେରାକୁ ପୋଲିସ ଗିରପ କରିଛି । ଅଭିଯୁକ୍ତ ଲୁଟେରା ମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ଅସୁରଢିପା ଗ୍ରାର ବିଭୁତି ପ୍ରଧାନ ଓରଫ ରାଜା(୧୮), ବିଭୁତି ଭୁଷଣ ମଲିକ ଓରଫ ଚିକୁ(୧୯), ବିଶ୍ୱ…

ଭାଗ୍ୟବାନ ନେତା ହେମାନନ୍ଦ : ଡୁବିରେ ହାତ,ତାବଲାରେ ବି  ହାତ 

ହେଲେ ଅଡୁଆ ଏମନ୍ତ, କାହାପାଇଁ ଲୋକଙ୍କ ଆଗେ ହେବେ ଯୋଡ ହସ୍ତ |||| ସୁନ୍ଦରଗଡ/horachand deuria : ଭାଗ୍ୟବାନ ନେତା ମାନିବାକୁ ପଡିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କୁ | ନିଜେ ରାଜନୀତିରୁ ସନ୍ୟାସ ନେଇଲେ ସିନା ଦୁଇ ଝିଅଙ୍କୁ ଟିକେଟ ଦିଆଇ…

ଶିଶିରଙ୍କ ପ୍ରାର୍ଥୀତ୍ୱକୁ ନେଇ ଗୁଣୁପୁର ବିଜେପିରେ ଅସନ୍ତୋଷ

ମୁହଁ ମୋଡିଲେଣି ରବିଶଙ୍କର, ସ୍ୱାଧୀନ ଲଢ଼ିବେ ରାମମୂର୍ତ୍ତି   ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଗୁଣପୁର ନିର୍ବାଚନ ମଣ୍ଡଳୀ ର ବର୍ତ୍ତମାନ ପରିସ୍ଥିତିରେ ବିଜେଡ଼ି ପାଇଁ ବିଜେପି ହିଁ ଏକ ବିକଳ୍ପ ଥିବା ବେଳେ ରାଜ୍ୟ ନେତୃବୃନ୍ଦ ସ୍ଥାନୀୟ କର୍ମୀ ଙ୍କ ପ୍ରତି କରିଥିବା ଅଣଦେଖା ବିଜେଡ଼ିକୁ ସିଧା…

କେବେ ମିଳିବ ଏ ଭିନ୍ନକ୍ଷମଙ୍କୁ ଭତ୍ତା 

ଧର୍ମଗଡରୁ  ସୁଶାନ୍ତ ରାଉତ: ଧର୍ମଗଡ଼ ବ୍ଲକ ଟିପିଗୁଡା ପଂଚାୟତ ସଗୁନଭାଡ଼ି ଗ୍ରାମର ମଧୁ ନାଏକ .ବୟସ 60 ଅତିକ୍ରମ କରିବା  ସହ ବିକଳାଙ୍ଗ ପ୍ରମାଣ ପତ୍ର ମଧ୍ୟ ଅଛି | ହେଲେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏ ଯାଏଁ ତାଙ୍କ ଭାଗ୍ୟରେ ଭତ୍ତା ଖଣ୍ଡିଏ ଜୁଟିପାରି ନାହିଁ | ଏ ସମ୍ପର୍କରେ SRDF ର…

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଜିଲା ଉପସଭାପତି 

ଧର୍ମଗଡ/ ସୁଶାନ୍ତ ରାଉତ :  ଧର୍ମଗଡର ପୂର୍ବତନ ସରପଂଚ ତଥା କିଲ୍ଲା କଂଗ୍ରେସ କମିଟିର ଉପସଭାପତି ଘନଶ୍ୟାମ ଅଗ୍ରୱାଲ ସଦଳବଳେ ବିଜେଡିରେ ଯୋଗ ଦେଇଛନ୍ତି |ଶହ ଶହ ସମର୍ଥକଙ୍କ ଗହଣରେ ଶ୍ରୀ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସର୍ବୋପରି…

 ସଡକ ଦୁର୍ଘଟଣାରେ ହେଲପର ମୃତ ଓ ଡ୍ରାଇଭର ଗୁରୁତର

ନୂଆପଡା./ ଅମିତ ପୁରୋହିତ  ; ଲଖନା ଥାନା ଅନ୍ତର୍ଗତ ଘାଟିପଡା ଠାରେ ଏକ ମାଲବାହି ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇ ହେଲପର ର ମୃତ୍ୟୁ  ର ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ମାଲ…

ନୂଆପଡ଼ାରୁ ବିଜେପି ପ୍ରାର୍ଥୀ  ହେଲେ ହୋମ ସିଂ ମାଝୀ 

ନୂଆପଡା/ଅମିତ ପୁରୋହିତ   ;  କଲାହାଣ୍ଡି ଲୋକସଭା ଓ ନୂଆପଡା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିଲେ ସୁଧା ବିଜେପି ର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଦେଖାଯାଇଥିଲା । ଆଜି ମଧ୍ୟ ରାତ୍ରୀରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । କଲାହାଣ୍ଡି ଲୋକସଭା…

ବରଗଡ଼ ବାସୀଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ 

କଂଗ୍ରେସରେ ଭୋଟରଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ବିଜେପିରେ ଅସନ୍ତୋଷ ଭେଟେରାନ ପ୍ରସନ୍ନଙ୍କ ଗେମ ହେବକି ସଫଳ, ବିଜେପିରେ ହେଡ।କ ବଢ଼ାଇବେ କି ସୁବାସ ବରଗଡ :- ୨୦୧୯ ସାଧାରଣ ନିର୍ବାଚନ ପାଇଁ ପୁରା ଦେଶ ବର୍ତମାନ ପ୍ରସ୍ତୁତ , ରହିଲା ଅପେକ୍ଷା କେବଳ ମତଦାନ ଦିନକୁ । ପଶ୍ଚିମ ଓଡ଼ିଶାର ବରଗଡ଼…

ବିଜେପିରେ ଅସନ୍ତୋଷ, ଧର୍ମେନ୍ଦ୍ରଙ୍କ ଫୋଟୋ ପୋଡି ପ୍ରତିବାଦ 

ପଦ୍ମପୁର : ବିଜେପିରେ ଟିକେଟ ବଂଟାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିବା ବେଳେ ବରଗଡ଼ର ବିଭିନ୍ନ ଅଂଚଳରେ ସୁଭାଷ ଚୋୖହାନଙ୍କ ଟିକେଟ କର୍ତ୍ତାକୁ ନେଉ ଦେଖା ଦେଇଛି ଅସନ୍ତୋଷ | ଜାଣିଶୁଣି ସୁରେଶ ପୂଜାରୀଙ୍କୁ ହରାଇବା ପାଇଁ ଷଡଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ମୀ ଓ…