ଅପରାଧ ଓ ଅପରାଧିଙ୍କ କେନ୍ଦ୍ରବିନ୍ଦୁ ବଲାଙ୍ଗିର ରାଜ ପରିବାର- କଂଗ୍ରେସ
ବଲାଙ୍ଗିର(ନିରୋଜ ମିଶ୍ର) - ଭୋଟ ଯେତିକି ପାଖଉଚି, ପ୍ରାର୍ଥୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ନୀଚସ୍ଥରର ହେବାରେ ଲାଗିଛି | ବଲାଙ୍ଗୀର ରାଜ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ | ବଲାଙ୍ଗିର ର ରାଜ ପରିବାର ର ଅନଙ୍ଗ ଉଦୟ ସିଂଦେଓ ଜମିମାଫିଆ ବୋଲି ଅଭିଯୋଗ…