ଲଢେଇ ବିଜେପୁର : ସନତଙ୍କୁ ମଇଦାନକୁ ଓହ୍ଲାଇଲା ବିଜେପି
ବରଗଡ :-ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସନତ ଗଡ଼ତିଆ ଙ୍କୁ ଟିକେଟ ପ୍ରଦାନ କରିଛି । ଆଜି ମଧ୍ୟାହ୍ନ ରେ କେନ୍ଦ୍ରୀୟ କମିଟି ଦ୍ୱାରା ଏହା ଘୋଷଣା କରାଯାଇଛି ।
ବର୍ତମାନ ସୁଦ୍ଧା ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । କଂଗ୍ରେସ ରୁ ଦିଲୀପ ପଣ୍ଡା,…