ଉପରବେଳା ବାହା ହେବାକୁ ଯିବେ, ହଳଦୀ ଲଗାଇ ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଲେ ସୁଶୀଲ
ବରଗଡରୁ ବ୍ୟୁରୋ ଚିଫ ଗୌରାଙ୍ଗ ଦାଶ :- ଉପର ଫଟୋରେ ଭୋଟ ଦେଇସାରି ନିଜ କାଲି ଲଗା ଆଙ୍ଗୁଠି ଦେଖାଉଥିବା ଭାଇଙ୍କ ନାଁ ସୁଶୀଲ ସରାଫ। ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବାକୁ ଯାଉଥିବା ବେଳେ ନିଜ ସାମ୍ବିଧାନିକ ଦାୟିତ୍ୱକୁ ଭୁଲି ନାହାନ୍ତି ସୁଶୀଲ । ଆଜି ଏହିଭାଇଙ୍କର ବାହାଘର ।…