ଅବ୍ୟବସ୍ଥା ମଧ୍ୟରେ ବାହାଡାଝୋଲା କଲେଜ : ଶିକ୍ଷା କ୍ରିୟାନୁଷ୍ଠାନ କମିଟିର ଧାରଣା
ଓଡଗାଁ/ ଶ୍ରୀକାନ୍ତ ମିଶ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଛନ୍ଦିହୋଇ ପଡିଛି । ସମସ୍ୟା ଏହାର ପିଛା ଛାଡୁନି । ସମାଧାନ ପାଇଁ ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ଶିକ୍ଷା କ୍ରିୟାନୁଷ୍ଠାନ କମିଟି ଚଳିତ ମାସ…