ସରକାରୀ କର୍ମଚାରୀଙ୍କୁ ଛୁଟି ମନା
ସମ୍ଭାବ୍ୟ ବାତ୍ୟା ‘ଫନୀ’ର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର,(ଉଜ୍ଜ୍ୱଳ କର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନୀର’ ଓଡିଶା ଉପକୂଳ ସମ୍ଭାବ୍ୟ ଭୁ-ସ୍ପର୍ଶକୁ ନେଇ ସଜାଗ ରହିବା ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ …