କାଲି ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ
ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘‘ଫୋନୀଦଦର ବେଗ ବଢ଼ିଥିବାରୁ ଏହା କାଲି ଉପରବେଳା ପରିବର୍ତ୍ତେ କାଲି ସକାଳ ପ୍ରାୟ ୧୦ ଟା ବେଳେ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ତେଣୁ ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଦୋକାନ, ବଜାର, ଅଫିସ୍, ଗାଡି ମଟର ଚଳାଚଳ…