ବାତ୍ୟା ପୀଡିତଙ୍କ ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ପ୍ରଦାନ
ବାଲେଶ୍ୱର(ଉଜ୍ଜ୍ୱଳ କର ): ଫୋନି ବାତ୍ୟାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ସହରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଭରଣା ପାଇଁ ବିଭିନ୍ନ ମହଲରୁ ଏବେ ସହଯୋଗ ଦିଆଯାଉଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ବାଲେଶ୍ୱରର ଅନୁଷ୍ଠାନମାନେ । ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ରାଜ୍ୟ…