କୋମନା ରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି, ଟଳି ପଡିଲେ ଆଉ ଜଣେ ବୃଦ୍ଧ
କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା କୋମନାରେ ଅଂଶୁଘାତରେ ଚାଲି ଗଲାଣି ୩ କୀବନ । ଏହି ବ୍ଲକ ପଲସିପାଣି ପଂଚାୟତ କାସିପଲା ଓ ଲଖନା ଥାନା ଭୁର୍କାଢୋଡା ରେ ୨ ଜଣଙ୍କ ଜୀବନ ହାନି ହୋଇଥିବା ବେଲେ ଆଜି ବୁଦ୍ଧିକୋମନା ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ,…